ଅନଲାଇନ ଖଜଣା ଦେୟ ପଇଠ
ଓଡିଶା ସରକାରଙ୍କ ଅନଲାଇନ ମାଧ୍ୟମରେ ଜମିଜମା ଖଜଣା ଦେୟ ବ୍ୟବସ୍ଥା. ଜନସାଧାରଣ ଯେ କୌଣସି ସ୍ଥାନରୁ ଅନଲାଇନ http://www.odishalandrevenue.nic.in/ ମାଧ୍ୟମରେ ନିଜର ଖଜଣା ଦେୟ ପଇଠ କରି ରସିଦ ହାସଲ କରିପାରିବେ
ଯାଆନ୍ତୁ: http://www.odishalandrevenue.nic.in/
ଅନଲାଇନ (Online)
ସହର : ଯେକୌଣସି ସ୍ଥାନ