ବନ୍ଦ କରନ୍ତୁ

ସ୍ୱାସ୍ଥ୍ୟ

ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ

ବ୍ୟକ୍ତି ବିଶେଷ ଯୋଗାଯୋଗ ତଥ୍ୟ

ନାମ:- ଡା: ଅଶୋକ କୁମାର ପଟ୍ଟନାୟକ
ପଦବୀ: ଜିଲା ମୁଖ୍ୟ ଚିକିସ୍ଥ୍ୟା ଓ ଜନସ୍ୱାସ୍ଥ୍ୟ ଅଧିକାରୀ, ଜଗତସିଂହପୁର
ଭ୍ରାମ୍ୟମାଣ:- ୯୪୩୯୯୯୧୮୬୮
ଈ ମେଲ :- cdmojagatsinghpur[at]gmail.com
ପି.ଆଇ.ଓ – ଡା: ଶ୍ରୀ ରାୟ
ଭ୍ରାମ୍ୟମାଣ:- ୯୪୩୯୯୯୧୮୭୧
ଏ ପି ଆଇ ଓ : – ଦେବେନ୍ଦ୍ର କୁମାର ସାହୁ
ଭ୍ରାମ୍ୟମାଣ:- ୯୪୩୯୫୪୦୭୮୭

ଏମ୍ବୁଲେନ୍ସ ସହାୟକ ସଂଖ୍ୟା – ୧୦୨ ଏବଂ ୧୦୮

ଜିଲା ମୁଖ୍ୟ ଚିକିସ୍ଥ୍ୟାଳୟକୁ ଅଭିଯୋଗ ପାଇଁ- ଜିଲା ସ୍ୱାସ୍ଥ୍ୟ ଅଧିକାରୀ (ସ୍ୱାସ୍ଥ୍ୟ ସେବା) – ତଥା – ଅଧିକ୍ଷକ, ଜିଲା ମୁଖ୍ୟ ଚିକିସ୍ଥ୍ୟାଳୟ, ଜଗତସିଂହପୁର
ଭ୍ରାମ୍ୟମାଣ:- ୯୪୩୯୯୯୧୭୫୩

ଜଗତସିଂହପୁର ଜିଲା ମୁଖ୍ୟ ଚିକିସ୍ଥ୍ୟାଳୟ ପରିସରରେ ମିଳୁଥିବା ସୁବିଧା ସୁଯୋଗ-

  • ଅପାତ କାଳୀନ / ଆକସ୍ମିକ ଦୁର୍ଘଟଣା ସେବା (୨୪ x ୭ )
  • ବହିର ବିଭାଗ ସେବା
  • ଅନ୍ତର ବିଭାଗ ସେବା (୨୪ x ୭ )
  • ଭେଷଜ ବିଭାଗ
  • ଶଲ୍ୟ ବିଭାଗ
  • ସ୍ତ୍ରୀ ଓ ପ୍ରସୂତି ବିଭାଗ (ଅସ୍ତ୍ରପ୍ରଚାର ସୁବିଧା )
  • ଶିଶୁ ବିଭାଗ (ଏନ.ବି.ସି.ସି., ନେବୁଲାଇଜର. ଦୀପ୍ତିମାନ. ଊଷ୍ମତା. ଫଟୋଥେରପି )
  • ଟିବୀ ଏବଂ ଛାତି ବିଭାଗ
  • ଅସ୍ଥି ସଲ୍ୟ ବିଭାଗ
  • ଚକ୍ଷୁ ଚିକିସ୍ଥ୍ୟା ବିଭାଗ
  • ଡି. ଈ. ଆଇ. ସି.
  • ଦନ୍ତ ଚିକିସ୍ଥ୍ୟା କେନ୍ଦ୍ର
  • ରକ୍ତ ବିତରଣ କେନ୍ଦ୍ର (୨୪ x ୭ )
  • ଡିଜିଟାଲ ଏକ୍ସ-ରେ ଏବଂ ନିଦାନ ବିଭାଗ
  • ଏନ.ଆର.ସି. (୨୪ x ୭ )
  • ଆଇ. ସି. ଟି. ସି
  • ଆର. ଏସ. ବି. ୱ।ଇ, ଓ. ଏସ. ଟି. ଏଫ. ଏବଂ ବି. କେ. କେ. ୱ।ଇ ସହାୟକ କେନ୍ଦ୍ର (୨୪ x ୭ )
  • ନିରାମୟ ସେବା (ଔଷଧ ବିତରଣ କେନ୍ଦ୍ର) (୨୪ x ୭ )
  • ଏମ୍ବୁଲେନ୍ସ ସେବା (୨୪ x ୭ )
  • କେନ୍ଦ୍ରୀୟ ଔଷଧ ସାଂଗୃହୀତ ଗୃହ
  • ଚାଲିଥିବା ସ୍ୱାସ୍ଥ୍ୟ ଯୋଜନା

  • ଜାତୀୟ ସହରାଞ୍ଚଳ ସ୍ୱାସ୍ଥ୍ୟ ମିଶନ
  • ଜାତୀୟ ଗ୍ରାମାଞ୍ଚଳ ସ୍ୱାସ୍ଥ୍ୟ ମିଶନ
  • ଜାତୀୟ ମାନସିକ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ
  • ଜାତୀୟ କୁଷ୍ଠ ନିରାକରଣ କାର୍ଯ୍ୟକ୍ରମ
  • ଜାତୀୟ ଯକ୍ଷ୍ମା ନିୟନ୍ତ୍ରଣ କାର୍ଯ୍ୟକ୍ରମ
  • ଜାତୀୟ ଅନ୍ଧତ୍ବ ନିୟନ୍ତ୍ରଣ କାର୍ଯ୍ୟକ୍ରମ
  • ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ

    ମାତୃ ସ୍ୱାସ୍ଥ୍ୟ:
    ସୁଚାଙ୍କ ଜଗତସିଂହପୁର ଓଡିଶା
    ଜନସଂଖ୍ୟା (ଜଣ ଗଣନା ୨୦୧୧) ୧୧,୩୬,୯୭୧ ୪,୧୯,୪୭,୨୧୮
    ସି. ବି. ଆର ୧୭.୬ ୧୮.୬
    ସି. ଡ଼ି. ଆର ୭.୦ ୭.୮
    ଆଇ.ଏମ. ଆର ୪୮ (ଏସ.ସି.ଆର ୨୦୧୬) ୪୪ (ଏସ.ସି.ଆର ୨୦୧୭)
    ଏନ.ଏମ. ଆର ୨୭ ୩୫
    ଜାତୀୟ ବୃଦ୍ଧି ହାର ୧୦.୭ ୧୧.୫
    ଇଉ. ୫ ଏମ. ଆର ୬୨ ୫୬
    ଳିଙ୍ଗ ହାର ୯୨୮ ୯୪୧
    ଜନ୍ମଗତ ଳିଙ୍ଗ ହାର ୯୨୯ ୯୭୯
    ଏମ.ଏମ.ଆର (କେନ୍ଦ୍ରୀୟ ମଣ୍ଡଳ) ୨୧୮ ୨୨୨
    ଶିକ୍ଷିତ ହାର ୮୭.୧୩ ୭୩.୪୫

    ଜଗତସିଂହପୁର ଜିଲ୍ଲା ସ୍ୱାସ୍ଥ୍ୟ ଭିତିଭୂମି

    ଜିଲ୍ଲା ମୁଖ୍ୟ ଚିକିସ୍ଥ୍ୟାଳୟ
    ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର
    ପ୍ରସୂତି ପରବର୍ତୀ କେନ୍ଦ୍ର
    ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର (ନୂତନ) ୩୭ (୨ ଟି ଅଚଳ )
    ଅଞ୍ଚଳ ସଂଖ୍ୟା ୩୬
    ସ୍ୱାସ୍ଥ୍ୟ ଉପକେନ୍ଦ୍ର ସଂଖ୍ୟା ୧୮୯ (୧୧୨ ଟି ନିଜସ୍ୱ ଗୃହ )
    ଆଶା ସଂଖ୍ୟା ୧୦୯୦
    ସରକାରୀ ଶୀକୃତିପ୍ରାପ୍ତ ଚିକିସ୍ଥ୍ୟାଳୟ (ବନ୍ଧ୍ୟାକରଣ)
    ସରକାରୀ ଶୀକୃତିପ୍ରାପ୍ତ ଚିକିସ୍ଥ୍ୟାଳୟ (ଜନନୀ ସୁରକ୍ଷା ଯୋଜନା)
    ରକ୍ତ ଭଣ୍ଡାର ସଂଖ୍ୟା
    ରକ୍ତ ସଂରକ୍ଷଣ କେନ୍ଦ୍ର ସଂଖ୍ୟା
    ଭ୍ରାମ୍ୟମାଣ ସ୍ୱାସ୍ଥ୍ୟ ସଂଘ ୧୬
    ଡି. ଈ. ଆଇ. ସି. ସଂଖ୍ୟା
    ପୃଷ୍ଟି ସାଧନ କେନ୍ଦ୍ର
    ଜିଲ୍ଲା ମୁଖ୍ୟ ଚିକିସ୍ଥ୍ୟାଳୟ
    ୧୦୮ ଏମ୍ବୁଲେନ୍ସ ୧୧
    ୧୦୨ ଜନନୀ ଏକ୍ସପ୍ରେସ ୧୨
    ହୋମେଓପାଥିକ ଚିକିସ୍ଥ୍ୟାଳୟ ୧୩
    ଆୟୁର୍ବେଦିକ ଚିକିସ୍ଥ୍ୟାଳୟ

    ଜିଲ୍ଲା ମୁଖ୍ୟ ଚିକିସ୍ଥ୍ୟାଳୟ, ଜଗତସିଂହପୁର

    ସାଧାରଣ ସୂଚନା
    ପରିସୀମା (କିମି ରେ ) ୧୭୫୯ କି.ମି.
    ଜନସଂଖ୍ୟା ((ଜଣ ଗଣନା ୨୦୧୧)

    (କ). ପୁରୁଷ ୫,୭୭,୬୯୯. (ଖ). ମହିଳା- ୫,୫୮,୯୦୫

    ୧୧,୩୬,୬୦୪
    ମଣ୍ଡଳ ସଂଖ୍ୟା
    ରାଜସ୍ୱ ଗ୍ରାମ ସଂଖ୍ୟା ୧୨୨୨
    ଗ୍ରାମ ପଞ୍ଚାୟତ ସଂଖ୍ୟା ୧୯୮
    ରୋଗୀ କଲ୍ୟାଣ ସମିତି ସଂଖ୍ୟା ୪୩
    ଗାଁ କଲ୍ୟାଣ ସମିତି ସଂଖ୍ୟା ୧୨୨୬
    ଗ୍ରାମ ସଂଖ୍ୟା 897
    ଏ. ଡବ୍ଲୁ. ସି (୧୬୯୮) + ମିନି ଏ. ଡବ୍ଲୁ. ସି (୧୪୨) ସଂଖ୍ୟା ୧୮୪୦
    ଯୋଗ୍ୟ ଯୋଡି ସଂଖ୍ୟା ୧୮୯୦୦୦
    ବିଦ୍ୟାଳୟ ସଂଖ୍ୟା ୧୬୧୪
    ଘରୋଇ ବିଦ୍ୟାଳୟ ସଂଖ୍ୟା

    ସାଧାରଣ ସୂଚନା

    ମଣ୍ଡଳର ନାମ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର (ନୂତନ) ଅଞ୍ଚଳ ସ୍ୱାସ୍ଥ୍ୟ ଉପକେନ୍ଦ୍ର ଗାଁ କଲ୍ୟାଣ ସମିତି ଆଶା ଭି.ଏଚ.ଏନ. ଡି.
    ବାଲିକୁଦ ୩୧ ୧୭୧ ୨୨୭ ୧୭୦
    ବିରିଡି ୧୫ ୭୫ ୭୮ ୭୫
    ଏରସମା ୨୪ ୧୪୨ ୧୮୪ ୧୩୫
    କୁଜଙ୍ଗ ୩୩ ୧୮୫ ୧୫୫ ୧୮୬
    ମଣ୍ଡାସାହି ୨୮ ୧୫୦ ୧୬୨ ୧୪୭
    ମଣିଜଙ୍ଗା ୨୭ ୧୬୬ ୨୩୩ ୧୬୪
    ନାଉଗାଁ ୧୪ ୭୯ ୮୬ ୭୯
    ରଘୁନାଥପୁର ୧୭ ୭୮ ୧୦୧ ୭୮
    ପାରାଦୀପ 0 0 ୪୪ 0 0
    ସର୍ବମୋଟ ୩୭ ୩୬ ୧୮୯ ୧୦୯୦ ୧୨୨୬ ୧୦୩୪

    ସହରାଞ୍ଚଳ ସ୍ୱାସ୍ଥ୍ୟ

    ଜାତୀୟ ସହରାଞ୍ଚଳ ସ୍ୱାସ୍ଥ୍ୟ ମିଶନ ର କାର୍ଯ୍ୟ, ଜଗତସିଂହପୁର ଜିଲ୍ଲା

    କାର୍ଯ୍ୟ ଲକ୍ଷ୍ୟ ସଫଳତା
    ଏମ. ଏ. ଏସ. ୧୦୬ ୧୦୬
    ଡବ୍ଲୁ. କେ. ଏସ. ୪୦ ୪୦
    ଆଶା ୫୦ ୫୦

    କମ୍ଯୁନିଟି ପ୍ରୋସେସ

    ମାସ ୱ।ରି କାର୍ଯ୍ୟ ର ଯୋଜନା

    କାର୍ଯ୍ୟ ଲକ୍ଷ୍ୟ ସଫଳତା
    ଇଉ. ଏଚ. ଏନ. ଡି. ୭୭ ୭୭
    ଟୀକାକରଣ ୩୬ ୩୬
    ସ୍ୱାସ୍ଥ୍ୟ ଶିବିର

    ବାହ୍ୟ କାର୍ଯ୍ୟ

    କାର୍ଯ୍ୟ ଅନୁମୋଦନ କାର୍ଯ୍ୟକାରୀ
    ଇଉ. ଏଚ. ଏନ. ଡି.
    ଟୀକାକରଣ
    ସ୍ୱାସ୍ଥ୍ୟ ଶିବିର

    ଗାଁ କଲ୍ୟାଣ ସମିତି ର ବିବରଣୀ

    କ୍ରମିକ ସଂଖ୍ୟା ଗାଁ କଲ୍ୟାଣ ସମିତି ର ନାମ ଗାଁ କଲ୍ୟାଣ ସମିତି ସଂଖ୍ୟା ୨୦୧୭ – ୧୮ ରେ ଦିଆଯାଇଥିବା ଅର୍ଥ ରାଶି ଜାନୁୟାରୀ ସୁଧା ଖର୍ଚ ହୋଇଥିବା ଅର୍ଥ ରାଶି
    ବିରିଡି ୭୮ ୭,୮୦,୦୦୦ ୪,୪୭,୨୧୦
    ବାଲିକୁଦ ୨୨୭ ୨୨,୭୦,୦୦୦ ୮,୪୮,୨୧୫
    ଏରସମା ୧୮୪ ୧୮,୪୦,୦୦୦ ୬,୨୨,୧୦୦
    କୁଜଙ୍ଗ ୧୫୫ ୧୫,୫୦,୦୦୦ ୨,୧୦,୦୦୦
    ମଣ୍ଡାସାହି ୧୬୨ ୧୬,୨୦,୦୦୦ ୧୦,୩୫,୮୦୩
    ନାଉଗାଁ ୮୬ ୮,୬୦,୦୦୦ ୧,୯୯,୦୫୦
    ରଘୁନାଥପୁର ୧୦୧ ୧,୦୧,୦୦୦ ୫,୨୮,୮୦୦
    8 ତିରତୋଲ ୨୩୩ ୨୩,୩୦,୦୦୦ ୧୨,୧୧,୦୩୨
    ସର୍ବମୋଟ ୧୨୨୬ ୧,୧୩,୪୪,୦୦୦ ୨୧,୦୨,୨୧୦