ବନ୍ଦ କରନ୍ତୁ

ପଞ୍ଚାୟତି ରାଜ ଓ ପାନୀୟ ଜଳଯୋଗାଣ ବିଭାଗ

ଗ୍ରାମ୍ୟ ଜଳଯୋଗାଣ ଓ ପରିମଳ ଖଣ୍ଡ ଜଗତସିଂହପୁର

  • ଗ୍ରାମ୍ୟ ଲୋକମାନଙ୍କୁ ସ୍ବଚ୍ଛ ପାନୀୟ ଜଳ ଏବଂ ପରିମଲ ବ୍ୟବସ୍ତା ଯୋଗାଇ ଦେବା ଏହି ବିଭାଗର ଲକ୍ଷ୍ୟ ଅଟେ

ଗ୍ରାମ୍ୟପନୀୟଜଳ

  • ପାଇପ ଜଳ ଯୋଗାଣ ପ୍ରକଳ୍ପ
  • ମେଗା ପାଇପଜଳ ଯୋଗାଣ ପ୍ରକଳ୍ପ
  • ନଳକୂପ
  • ସୌରଚାଳିତ ପାନୀୟଜଳ ପ୍ରକଳ୍ପ

ଗ୍ରାମ୍ୟପରିମଳ:-

ମସିହାର ହୋଇଥିବା ସର୍ଭେ ଅନୁସାରେ ଗ୍ରାମୀଣ ପରିବାରମାନଙ୍କୁ ପରିମଳ ବ୍ୟବସ୍ଥା ଯୋଗାଇ ଦେବା ଏବଂ ପାଇଖାନା ଯୋଗାଇ ଦେବା ଏହାର ଲକ୍ଷ୍ୟ ଅଟେ ।

  • ଓ ଡି ଫ (ଖୋଲା ମଳମୂତ୍ର ବର୍ଜନ ନିମନ୍ତେ ଜିଲ୍ଲା – ୨ ଅକ୍ଟୋବର ୨୦୧୯ ମଧ୍ୟରେ କରିବା ପାଇଁ ସମସ୍ତ ପଦକ୍ଷେପ ନିଆ ଯାଇଛି ।
  • କଠିନ ଏବଂ ତରଳ ବର୍ଜ୍ୟବସ୍ତୁ ପରିଚାଳନା ଏହି ଯୋଜନାର ଅନ୍ୟତମ ଲକ୍ଷ୍ୟ। ।

ବିଭାଗୀୟ ଗଠନ ସମ୍ଭନ୍ଧେତଥ୍ୟ

  • ପଞ୍ଚାୟତ ରାଜ ଓ ପାନୀୟଜଳ ବିଭାଗ, ଓଡିଶା / ସର୍ବୋଚ  ମୁକ୍ଷ୍ୟଯନ୍ତ୍ରୀ  ଗ୍ରାମ୍ୟ ଜଳଯୋଗାଣ ଓ ପରିମଳ ଓଡିଶା/ ମୁକ୍ଷ୍ୟଯନ୍ତ୍ରୀ ପାନୀୟ ଜଳଯୋଗାଣ ଓ ପରିମଳ, ଓଡିଶା / ଅଧିକ୍ଷଣ ଯନ୍ତ୍ରୀ ଗ୍ରାମ୍ୟ ଜଳଯୋଗାଣ ଓ ପରିମଳ ମଣ୍ଡଳ, କଟକ ।

ଗ୍ରାମ୍ୟ ପାନୀୟ ଜଳଯୋଗାଣ ଓ ପରିମଳ , ଜଗତସିଂହପୁର

  • ନିର୍ବାହୀ ଯନ୍ତ୍ରୀ ଗ୍ରାମ୍ୟ ପାନୀୟ ଜଳଯୋଗାଣ ଓ ପରିମଳ ଖଣ୍ଡ,ଜଗତସିଂହପୁର/ ସହକାରୀ ନିର୍ବାହୀ ଯନ୍ତ୍ରୀ, ଜଗତସିଂହପୁର, ରଘୁନାଥପୁର ଓ ଏରସମା/ ସହକାରୀ ଯନ୍ତ୍ରୀ ବିରିଡି/ କନିଷ୍ଠ ଯନ୍ତ୍ରୀ-୧,ଜଗତସିଂହପୁର/ବାଲିକୁଦା/ନଉଗାଁ/ଏରସମା/କୁଜଙ୍ଗ/ତିର୍ତୋଲ/ରଘୁନାଥପୁର

ଗ୍ରାମ୍ୟ ଜଳଯୋଗାଣ ଓ ପରିମଳ ଖଣ୍ଡ,ଜଗତସିଂହପୁର ମୁଖ୍ୟ ଅଧିକାରୀ – ନିର୍ବାହୀ ଯନ୍ତ୍ରୀ ଙ୍କ ନାମ

  • ଶ୍ରୀ ଚିତରଞ୍ଜନ ଜେନା

ଜନସୂଚନା ଅଧିକାରୀ ଙ୍କ ନାମ

  • ପୂଜା ଅଳକନନ୍ଦା , ସହକାରୀ ନିର୍ବାହୀ ଯନ୍ତ୍ରୀ

ଠିକଣା

ନିର୍ବାହୀ ଯନ୍ତ୍ରୀ ଙ୍କ କାର୍ଯ୍ୟାଳୟ, ଗ୍ରାମ୍ୟଜଳଯୋଗ।ଣ ଓ ପରିମଳ ଖଣ୍ଡ, ଜଗତସିଂହପୁର
ସ।– ପୁନଙ୍ଗ, ପୋଲିଶି ବାରକ ପାଖ, ଜଗତସିଂହପୁର
ଫୋନ ନମ୍ବର- ୦୬୭୨୪-୨୨୩୪୮୫
ଈ-ମେଲ- eerwss_ ictc@nic.in

ଉପଖଣ୍ଡ ବିଭାଗ

  • ଶ୍ରୀ ତପନ କୁମାର ରାଉତ : ସହକାରୀ ନିର୍ବାହୀ ଯନ୍ତ୍ରୀ, ଗ୍ରାମ୍ୟ ଜଳଯୋଗାଣ ଉପଖଣ୍ଡ , ଜଗତସିଂହପୁର
  • ଶ୍ରୀ ବିକାଶ କୁମାର ପତି: ସହକାରୀ ନିର୍ବାହୀ ଯନ୍ତ୍ରୀ, ଗ୍ରାମ୍ୟ ଜଳଯୋଗାଣ ଉପଖଣ୍ଡ , ରଘୁନାଥପୁର
  • ଶ୍ରୀ ଅଭିମନ୍ୟୁ ଦାସ : ସହକାରୀ ନିର୍ବାହୀ ଯନ୍ତ୍ରୀ, ଗ୍ରାମ୍ୟ ଜଳଯୋଗାଣ ଉପଖଣ୍ଡ , ଏରସମା
ଅଣୁଖଣ୍ଡ ବିଭାଗ
1  ଜଗତସିଂହପୁର ଶ୍ରୀ ପ୍ରଶାନ୍ତ କୁମାର ତ୍ରିପାଠୀ କନିଷ୍ଠି ଯନ୍ତ୍ରୀ-୧ ୮୨୮୦୪୦୮୩୯୨
2 ଜଗତସିଂହପୁର ଶ୍ରୀମତୀ ସ୍ମିତା ଦାଶ କନିଷ୍ଠି ଯନ୍ତ୍ରୀ-୨ ୮୨୮୦୪୦୮୭୦୭
3  ବାଲିକୁଦା ଶ୍ରୀ ସତ୍ୟ ରଞ୍ଜନ ଭୋଇ କନିଷ୍ଠି ଯନ୍ତ୍ରୀ-୧ ୮୨୮୦୪୦୮୩୮୯
4 ବାଲିକୁଦା ଶ୍ରୀ ଭରତ ଲେଙ୍କା କନିଷ୍ଠି ଯନ୍ତ୍ରୀ-୨ ୮୨୮୦୪୦୮୭୦୪
5  ନାଉଗାଁ  ଖାଲି ପଡିଥିବା ପଦବୀ
6 ନାଉଗାଁ ଶ୍ରୀ ଚନ୍ଦ୍ର ଶେଖର ସାହୁ କନିଷ୍ଠି ଯନ୍ତ୍ରୀ-୨ ୮୨୮୦୪୦୮୭୦୯
7   ଏରସମା ଶ୍ରୀ ପ୍ରମୋଦ  କୁମାର ପରିଡା କନିଷ୍ଠି ଯନ୍ତ୍ରୀ-୧  ୮୨୮୦୪୦୮୩୯୧
8 ଏରସମା ଶ୍ରୀ ତନ୍ମୟ ଦାସ କନିଷ୍ଠି ଯନ୍ତ୍ରୀ-୨ ୮୨୮୦୪୦୮୭୦୬
9  କୁଜଙ୍ଗ ସ୍ମିତା ମାଝି କନିଷ୍ଠି ଯନ୍ତ୍ରୀ-୧ ୮୨୮୦୪୦୮୩୯୩
10  କୁଜଙ୍ଗ ମନାସି ବେହେରା କନିଷ୍ଠି ଯନ୍ତ୍ରୀ-୨ ୮୨୮୦୪୦୮୭୦୮
11  ତିର୍ତୋଳ ଖାଲି ପଡିଥିବା ପଦବୀ
12 ତିର୍ତୋଳ ସ୍ବାଗତିକ ସ୍ଵାଇଁ କନିଷ୍ଠି ଯନ୍ତ୍ରୀ-୨ ୮୨୮୦୪୦୮୭୧୧
13 ରଘୁନାଥପୁର ଦୀପାଳିକା ବିଶ୍ଵାଳ କନିଷ୍ଠି ଯନ୍ତ୍ରୀ-୧ ୮୨୮୦୪୦୮୩୯୫
14 ରଘୁନାଥପୁର ସରଦ୍ଧାଞ୍ଜଳି ଦାଶ କନିଷ୍ଠି ଯନ୍ତ୍ରୀ-୨ ୮୨୮୦୪୦୮୭୧୦
15  ବିରିଡି ଶ୍ରୀ ରବୀନ୍ଦ୍ରନାଥ ସେଠୀ କନିଷ୍ଠି ଯନ୍ତ୍ରୀ-୧ ୮୨୮୦୪୦୮୩୯୦
16 ବିରିଡି ସିଗ୍ମା ପ୍ରିୟଦର୍ଶିନୀ ସେଠୀ କନିଷ୍ଠି ଯନ୍ତ୍ରୀ-୨ ୮୨୮୦୪୦୮୭୦୫

ଜାତୀୟ ପାନୀୟ ଜଳ ଯୋଗାଣ ଯୋଜନା (NRDWP)

୧.୪.୨୦୦୯ ମସିହାରୁ ଗ୍ରାମ୍ୟ ମାନଙ୍କୁ ଶୁଦ୍ଧ ପାନୀୟ ଜଳ ଯୋଗାଯିବାପାଇଁ କାର୍ଯ୍ୟକାରୀ ହୋଇଥିଲା । ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ବିଭାଗ ଦ୍ଵାରା ସମସ୍ତ ଗ୍ରାମ ଓ ପଡାଗ୍ରାମ ମାନଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ନିମନ୍ତେ ପଦକ୍ଷେପ ନିଆଯାଇଛି ଏବଂ ନଳକୂପ ଓ ପାଇପ ଜଳଯୋଗାଣ ପ୍ରକଳ୍ପ ଦ୍ଵାରା ସମସ୍ତ ଗ୍ରାମ୍ୟ ପାନୀୟ ଜଳଯୋଗାଣ ଯୋଜନା ମାଧ୍ୟମ ରେ ଅବିରତ ଭାବେ ଉତ୍କୃଷ୍ଟ ମାନ ର ପାନୀଯ ଜଳ ଯୋଗାଣ ର ସହାୟତା ବିସ୍ତାର କରିବା ର କାର୍ଯ୍ୟକ୍ରମ ଜଳମଣି ମାଧ୍ୟମରେ ଗ୍ରାମ୍ୟ ଜନସାଧାରଣ ଙ୍କୁ ଉପଲବଦ୍ଧ କରଯାଇଥିଲା

  • ଜଗତସିଂହପୁର ଜିଲା ଅଧୀନରେ ସମାପ୍ତ ହୋଇଥିବା ଗ୍ରାମ୍ୟ ପାନୀୟ ଜଳଯୋଗାଣ ପ୍ରକଳ୍ପ – ୨୪୪
  • ନଳକୂପ – ୧୩୧୮୮
  • ସୌରଚଳିତ ପାନୀୟ ଜଳଯୋଗାଣ ପ୍ରକଳ୍ପ – ୪୧
  • ଉଚ ପଣି ଟାଙ୍କି – ୧୦୪
  • ଭୂତଳ ପଣି ଟାଙ୍କି – ୩୦

ରାଜ୍ୟ ଯୋଜନା (ଆର ଆଇ ଡି ଏଫ ଓ ବସୁଧା- ୨୦୧୭-୧୮ ଓ ୨୦୧୮-୧୯ ଆର୍ଥିକ ବର୍ଷ )-

ରାଜ୍ୟ ସରକାର ଅନୁଦାନ ରେ ବସୁଧା ଯୋଜନା ରେ ୩୪ ଗୋଟି ପାନୀୟ ଜଳଯୋଗାଣ ପ୍ରକଳ୍ପ ୪୩.୩୧ କୋଟି ଟଙ୍କା ବେୟରେ କାର୍ଯ୍ୟକାରୀ କରିବା ପାଈଁ ପଦକ୍ଷେପ ନିଆଯାଇଅଛି । ସେହିପରି ୧୩ ଗୋଟି ପାନୀୟ ଜଳଯୋଗାଣ ପ୍ରକଳ୍ପ ଆର ଆଇ ଡି ଏଫ ଅନୁଦାନ ୧୯.୨୭ କୋଟି ଟଙ୍କା ବେୟରେ କାର୍ଯ୍ୟକାରୀ କରିବାପାଇଁ ପଦକ୍ଷେପ ନିଯଯାଇଅଛି । ଚଳିତ ବର୍ଷ ୧୦ ଗୋଟି ଉଚ ପଣି ଟାଙ୍କି ନିର୍ମାଣ କରିବା ନିମନ୍ତେ ମଞ୍ଜୁର ପ୍ରାପ୍ତ ହୋଇଅଛି ସେଥିମଧ୍ୟରୁ ୨ ଗୋଟି ପାଣି ଟାଙ୍କି ର ନିର୍ମାଣ କାର୍ଯ୍ୟ ଚାଲୁଅଛି।

ମେଗା ଜଳଯୋଗାଣ ପ୍ରକଳ୍ପ

ଜଗତସିଂହପୁର ଜିଲାରେ ଲବଣାକ୍ତ ଜଳ ଥିବା ଏରସମା , ବାଲିକୁଦ ଏବଂ ନଉଗାଁ ବ୍ଲକ ର ୨୪ ଗୋଟି ଗ୍ରାମ ପଞ୍ଚାଯତ ର ୧୨୩ ଗୋଟି ଗ୍ରାମକୁ ଶୁଦ୍ଧ ମିଠା ଜଳ ଯୋଗାଣ ପାଈଁ ୧୪୨.୮୮ କୋଟି ବେୟବରାଦ କରାଯାଇ କାର୍ଯ୍ୟ ଆରମ୍ଭ କରାଯାଇଛି । ଏଲ ଆଣ୍ଡ ଟି କମ୍ପାନୀ କୁ ପ୍ରକଳ୍ପ ର କାର୍ଯଦେଶ ଦିଆଯାଇଛି। ପ୍ରକଳ୍ପ ର ଈଣ୍ଟେକ ୱେଲ ଏବଂ ଟ୍ରୀଟମେନ୍ଟ ପ୍ଳାଣ୍ଟ ପାଈଁ ଜମି ଅଧିଗ୍ରହଣ କାର୍ଯ୍ୟ ଚାଲୁଅଛି ।

ପାନୀୟ ଜଳର ମାନ ପରୀକ୍ଷ୍ୟ :

ନଳକୂପ ଓ ପାଇପ ଜଳଯୋଗାଣ ପ୍ରକଳ୍ପ ଗୁଡ଼ିକର ଜଳର ନମୁନା ସଂଗ୍ରହ କରାଯାଇ ମାନ ପରୀକ୍ଷ୍ୟ ନିମନ୍ତେ ଏକ ଗୋଟି ଉପଖଣ୍ଡ ଜଳ ପରିକ୍ଷ୍ଯାଗ।ର ଓ ଖଣ୍ଡ ଜଳ ପରିକ୍ଷ୍ଯାଗ।ର କାର୍ଯ୍ୟ କରୁଅଛି।

ପରିମଳଯାଜନ –ସ୍ବଚ୍ଛ ଭାରତ ମିଶନ (ଗ୍ରାମୀଣ)

ପରିମଳ ଯୋଜନା ଜିଲା ଜଳ ଓ ପରିମଳ ମିଶନ ଦ୍ଵାରା କାର୍ଯ୍ୟକାରୀ ହେଉଅଛି । ଜିଲ୍ଲାର ଗ୍ରାମ୍ୟ ପରିବାର ଗୁଡିକୁ ପାଇଖାନା ଯୋଗାଇବା ଏବଂ ଜିଲ୍ଲାକୁ ଖୋଲା ମଳମୁକ୍ତ କରିବା ଏହି ଯୋଜନାର ମୁଖ୍ୟ ଲକ୍ଷ୍ୟ ଅଟେ ।

  • ସମୁଦାୟ ଗ୍ରାମ୍ୟ ପରିବାର – ୨୭୦୨୫୧
  • ପାଇଖାନା ନଥିବା ପରିବାର – ୨୧୨୯୨୭
  • ପାଇଖାନା ଥିବା ପରିବାର ୫୭୩୨୪

ବାର୍ଷିକ ବିସ୍ତାର

<r/tr>

ପ୍ରତ୍ୟେକ ଆର୍ଥିକ ବର୍ଷରେ ହୋଇଥିବା ଘରୋଇ ପାଇଖାନା ସଂଖ୍ୟା
ଆର୍ଥିକ ବର୍ଷ ସଂଖ୍ୟା
୨୦୧୩-୧୪ (ଏନବିଏ) ୨୯୪
୨୦୧୪-୧୫  ୬୬୨୬
୨୦୧୫-୧୬  ୪୬୫୧୦
୨୦୧୬-୧୭ ୩୪୭୨୮
୨୦୧୭-୧୮ ୨୯୫୪୩
୨୦୧୮-୧୯(୧୬.୫.୧୮ ପର୍ଯ୍ୟନ୍ତ) ୩୪୭୩
ଯୋଗଯାଇଥିବା ପରିବାର ସଂଖ୍ୟା (ବି ଏଲ ଏସ ଅନୁସାରେ) ୧୭୯୩୨୧
ଓ ଡି ଏଫ ପାଈଁ ବକିଥିବା ପାଇଖାନା ୯୦୯୩୦
ଶତକଡା ପରିବାର ସଂଖ୍ୟା ୬୬.୩୫

ଗ୍ରାମପଞ୍ଚାୟତ ତଥ୍ୟ:-ସମୁଦାୟ ଗ୍ରାମପଞ୍ଚାଯତ ସଂଖ୍ୟା ୧୯୮,ସମୁଦାୟ ଗ୍ରାମ ସଂଖ୍ୟା ୧୨୧୯

ଅଦ୍ୟାବଧି ହୋଇଥିବା ସମ୍ପୂର୍ଣ ମଳମୁକ୍ତ ଗ୍ରାମପଞ୍ଚାଯତ ଓ ଗ୍ରାମର ସଂଖ୍ୟା
ବର୍ଷ ଗ୍ରାମପଞ୍ଚାୟତ ସଂଖ୍ୟା ଗ୍ରାମ ସଂଖ୍ୟା
୨୦୧୫-୧୬   ୪୧
୨୦୧୬-୧୭ ୬୦
୨୦୧୭-୧୮  ୨୨ ୧୬୨
୨୦୧୮-୧୯ ୨୪
ସମୁଦାୟ  ୩୧ ୨୮୭