ପୋଲିସ୍

ଜଗତସିଂହପୁର ଜିଲ୍ଲା ର ଆଇନ ଶୃଙ୍ଖଳା

  • ଜଗତସିଂହପୁର ଜିଲ୍ଲା ୧୯୯୩ ମସିହାଠାରୁ ଗୋଟିଏ ପୁଲିସ ଜିଲ୍ଲା ହୋଇଅଛି । ତ। ପୂର୍ବରୁ ଏହା କଟକ ଜିଲ୍ଲା ର ଏକ ଅଂସ ଥିଲା । ଜିଲ୍ଲା ପୁଲିସ ସଦର ମହୁକୁମ। ଜଗତସିଂହପୁର ରେ ଅବସ୍ଥିତ ଯେଉଁଠି ପାରାଦୀପ ଠାରେ ଜଣେ ଅତିରିକ୍ତ ଅରକ୍ଷୀ ଅଧିକ୍ଷକ ରହିଛନ୍ତି । ଆଉଜଣେ ଅତିରିକ୍ତ ଅରକ୍ଷୀ ଅଧିକ୍ଷକ ଜଗତସିଙ୍ଘପୁର ଠାରେ IUCAW ବିଭାଗ ରେ ନିଯୁକ୍ତ ହୋଇଛନ୍ତି । ଦୁଇ ଜଣ ଉପ ଆରକ୍ଷୀ ଅଧିକ୍ଷକ ଓ ଦୁଇ ଜଣ ଆରକ୍ଷୀ ନିରୀକ୍ଷକ, ମହିଳା ଏବଂ ଶିଶୁ ସମ୍ବନ୍ଧୀୟ ଅପରାଧର ଅନୁସନ୍ଧାନ ନିମନ୍ତେ ନିଯୁକ୍ତ ହୋଇଛନ୍ତି । ବର୍ତମାନ ଜିଲ୍ଲା ରେ ୧୫ ଗୋଟି ଥାନା ଅଛି । ସରଂକ୍ଷିତ ଆରକ୍ଷୀ ବଳ ଯାହାକି ସରଂକ୍ଷିତ ସଶସ୍ତ୍ର ଆରକ୍ଷୀ ପୁନଙ୍ଗ ଠାରେ ଅବସ୍ଥିତ । ପୁନଙ୍ଗ ଜଗତସିଙ୍ଘପୁର ସହର ଠାରୁ ୫ କି.ମି ଦୂରତା ରେ ରହିଅଛି ।
  • ଅନ୍ୟ ଜିଲ୍ଲା ଆରକ୍ଷୀ ମାନଙ୍କ ପରି ମଧ୍ୟ ଜଗତସିଂହପୁର ଜିଲ୍ଲା ଆରକ୍ଷୀ ମାନଙ୍କ ଉପରେ ଜିଲ୍ଲା ର ଆଇନ ଶୃଙ୍ଖଳା ବଜାୟ ରଖିବା, ଯାତାୟାତ ର ପରିଚାଳନା, ଅପରାଧ ପ୍ରତିରୋଧ ଓ ସନ୍ଧାନ କରିବା , ଜଗତସିଙ୍ଘପୁର ଜିଲ୍ଲା ର ସମସ୍ତ ନାଗରିକ ମାନଙ୍କ ସହିତ ସୁସମ୍ପର୍କ ବଜାୟ ରଖିବା ସହିତ ସର୍ବତୋମ ସେବା ପ୍ରଦାନ କରିବା ପରି ଦାଇତ୍ୟବୋଧତା ନ୍ୟସ୍ତ ରହିଅଛି ।
  • ଜଗତସିଂହପୁର ଆରକ୍ଷୀ ବିଶ୍ଵାସ କରୁଥିବା ଆଦର୍ଶ – “ ପରିତ୍ରାଣୟଂ ସାଧୁନାଃ ବିନାଶୟଃ ଚଃ ଦୁଷ୍ଟାତମଂ ” ( ସଦଜନ / ଶୃଙ୍ଖଳିତ ଜନସାଧାରଣ ମାନଙ୍କୁ ଭଲପାଇବା ସହିତ ସୁରକ୍ଷା ପ୍ରଦାନ କରିବା ଓ ଦୃଜନ / ବିଶୃଙ୍ଖଳିତ ଜନସାଧାରଣ / ଅପରାଧୀ ମାନଙ୍କୁ ବିନାଶ କରିବା ) ଜିଲ୍ଲା ଅରକ୍ଷୀ ଲୋକ ମାନଙ୍କ ବଂଧୁ ହୋଇ ସମାଜରେ ଲୋକମାନଙ୍କର ଆଇନ ଗତ ସୁରକ୍ଷା ଦେଇଆସୁଅଛି । ଯାହାର ପ୍ରମାଣ ସ୍ୱରୂପ ପ୍ରତି ଥାନା ମାନଙ୍କରେ ମହିଳା ଓ ଶିଶୁ କକ୍ଷ ଖୋଲାଯାଇଅଛି ।
  • ଦୁର୍ଘଟଣା ସମୟରେ ଯେଉଁ ଲୋକମାନେ ଦୁର୍ଘଟଣା ଗ୍ରସ୍ତ ହୋଇଥିବେ ସେମାନଙ୍କୁ ସାହାଯ୍ୟ କରି ଡାକ୍ତରଖାନ। କୁ ସ୍ଥାନାନ୍ତରିତ କରି ତାଙ୍କର ମୂଲ୍ୟବାନ ଜୀବନ ବଞ୍ଚାଇଥାଏ ସେଇ ଲୋକମାନକୁ ଜିଲ୍ଲା ପୁଲିସ ସମ୍ମାନିତ କରିବା ସହିତ ଆର୍ଥିକ ପୁରସ୍କାର ପ୍ରଦାନ କରିଆସୁଅଛି ।
  • ଆହୁରି ମଧ୍ୟ ରାସ୍ତାରେ ଗତାଗତ ସମୟରେ ଜିଲ୍ଲା ପୁଲିସ ଜନସାଧାରଣ ମାନଙ୍କୁ helmet ର ବ୍ୟବହାର ନିମନ୍ତେ ସଚେତନ କରାଇ ଆସୁଅଛି ।
  • ଜିଲ୍ଲା ପୁଲିସ ପରିବେଶ କୁ ସାଫା ଓ ସୁତୁରା ରଖିବା ନିମନ୍ତେ ଏକ ମିଳିତ ଶ୍ରମଦାନ କରିଆସୁଅଛି । ଜିଲ୍ଲା ପୁଲିସ ଜନସାଧାରଣ ମାନଙ୍କ ସୁରକ୍ଷା ନିମନ୍ତେ ସଂକଳ୍ପବଦ୍ଧ ।
  • ଆମେ ମାନେ ବୈଜ୍ଞାନିକ ପ୍ରଧତିର ସାହାଯ୍ୟ ଓ ଆମର କାର୍ଯ ଦକ୍ଷତା ବଢାଇ ଉତମ ସେବା ପ୍ରଦାନ ନିମନ୍ତେ ପ୍ରଚେଷ୍ଟା ଜାରି ରଖିଛୁ ।
  • ଆମେ ମାନେ ଅରକ୍ଷୀ ଓ ସେମାନଙ୍କ ପରିବାର ଲୋକ ଙ୍କ ମଙ୍ଗଳ ପାଇଁ ପ୍ରତିଶ୍ରୁତିବଦ୍ଧ ।
ଜିଲ୍ଲା ରେ ଥିବା ଥାନା ମାନଙ୍କ ସଂଖ୍ୟା 
କ୍ରମିକ ନ॰ ଥାନା ନାମ
ଜଗତସିଂହପୁର ଥାନା
ବିରିଡି ଥାନା
ରଘୁନାଥପୁର ଥାନା
ବାଲିକୁଦ ଥାନା
ନାଉଗାଁ  ଥାନା
ତିର୍ତୋଲ ଥାନା
କୁଜଙ୍ଗ ଥାନା
ଏରସମା ଥାନା
ପାରାଦୀପ ଲକ ଥାନା
୧୦ ପାରାଦୀପ ଥାନା
୧୧ ପାରାଦୀପ ମେରାଇନ ଥାନା
୧୨ ଅଭୟଚାନ୍ଦପୁର ଥାନା
୧୩ ଏନର୍ଜି ଥାନା
୧୪ ଜଟାଧାରୀ ମୁହାଣ ମେରାଇନ ଥାନା
୧୫ ବନ୍ଦର ମେରାଇନ ଥାନା

ଜିଲା ପୁଲିସର ଭୂମିକା ଓ ଦାଇତ୍ଵ

ଜଗତସିଂହପୁର ଜିଲ୍ଲାରେ ପୁଲିସ କର୍ମଚାରୀ ର ଅଭାବ ସତ୍ୟେ, ଜଗତସିଂହପୁର ଜିଲ୍ଲା ପୁଲିସ ଜନସାଧାରଣ ଙ୍କ ନିକଟରେ ଆସ୍ଥାଭାଜନ ହୋଇପାରିଛି, କେବଳ ତାର ନିଷ୍ଠା ଏବଂ ଦୃଢତ। ର ସହ କାର୍ଯ ଦକ୍ଷତା ପାଇଁ । ଜିଲ୍ଲା ପୁଲିସ ମୁଖ୍ୟ କାର୍ଯ୍ୟ।ଳୟ, ଜିଲ୍ଲା ରେ ଥିବା ସମସ୍ତ ଥାନା ଫାଣ୍ଡି ସହ ଟେଲିଫୋନ / ଫାକ୍ସ / ଇ-ମେଲ / ୱରଲେସ ଏବଂ ବିଭିନ୍ନ ସୋସିଆଲ ମିଡିଆ ସହ ଶୀଘ୍ର ଯୋଗାଯୋଗ ପାଇଁ ସଂଯୁକ୍ତ ଅଛି ।

ଜଗତସିଂହପୁର ଜିଲ୍ଲା ର ଅପରାଧ ର ବିବରଣୀ ଶେଷ ୧୦ ବର୍ଷ ର ୩୧.୦୩.୨୦୧୮ ପର୍ଯ୍ୟନ୍ତ ନିମ୍ନ ରେ ଦିଆଗଲା ।
ବର୍ଷ ବିବରଣୀ ଟି.ଏ ସି.ଏସ ଏଫଆରଟି ଏମଏଫ/ଏମଏଲ ଏନସି ଅସତ୍ୟ ଟାଆରଏଏନଏସ ପି.ଆଇ ଏଲସିଏସ % ଶତକଡା
୧୯୯୯ ୧୩୫୫ ୧୪୧୫.୩ ୧୦୪୭ ୨୨୩ ୩୪ ୧୫ ୩୫ ୦୧ ୮୨ .୪ %
୨୦୦୦ ୧୩୭୭ ୧୩୫୫.୬ ୧୦୧୯ ୧୭୪ ୪୧ ୦୬ ୩୬ ୦୧ ୮୬.୫%
୨୦୦୧ ୧୫୫୯ ୧୩୪୯.୩ ୧୩୬୫ ୧୫୦ ୧୧ ୦୪ ୩୮ ୦୧ ୯୦.୬ %
୨୦୦୨ ୧୩୬୫ ୧୪୩୦.୩ ୧୧୩୭ ୧୪୯ ୩୩ ୦୨ ୪୦ ୦୪ ୮୮.୨ %
୨୦୦୩ ୧୪୦୧ ୧୪୩୩.୬ ୧୧୩୦ ୧୬୩ ୧୮ ୦୭ ୮୨ ୦୧ ୮୬.୭%
୨୦୦୪ ୧୪୯୪ ୧୪୪୧.୬ ୧୨୫୬ ୧୪୬ ୩୮ ୦୨ ୪୯ ୦୩ ୮୯.୫%
୨୦୦୫ ୧୩୮୪ ୧୪୨୦ ୧୧୬୫ ୧୨୧ ୨୭ ୧୧ ୫୭ ୦୧ ୦୨ ୯୦.୩%
୨୦୦୬ ୧୪୫୨ ୧୪୨୬.୩ ୧୧୭୨ ୧୫୨ ୨୪ ୧୧ ୯୨ ୦୧ ୮୮.୫%
୨୦୦୭ ୧୫୦୬ ୧୪୪୪.୩ ୧୨୧୧ ୧୬୪ ୪୪ ୧୦ ୭୫ ୦୨ ୮୫.୨%
୨୦୦୮ ୧୪୯୪ ୧୪୪୭.୩ ୧୨୧୪ ୧୪୫ ୨୪ ୧୩ ୯୦ ୦୬ ୦୩ ୮୮.୭%
୨୦୦୯ ୧୬୦୦ ୧୪୮୪ ୧୨୬୯ ୧୭୯ ୩୦ ୦୨ ୮୭ ୦୧ ୩୨ ୦୭ ୮୬.୨%
୨୦୧୦ ୧୭୩୭ ୧୫୩୩.୩ ୧୩୨୪ ୨୦୯ ୩୮ ୦୪ ୬୯ ୯୩ ୪୩ ୮୪%
୨୦୧୧ ୧୭୪୬ ୧୬୧୦.୩ ୧୩୪୫ ୨୬୧ ୩୫ ୯୩ ୮୩.୭%
୨୦୧୨ ୨୪୬୭ ୧୬୯୪.୩ ୧୮୬୬ ୩୨୦ ୬୮ ୦୩ ୨୦୬ ୦୨ ୦୨ ୮୫.୨%
୨୦୧୩ ୨୬୯୬ ୧୯୮୩.୩ ୨୦୩୯ ୩୫୩ ୮୩ ୧୧ ୨୦୧ ୦୩ ୦୬ ୦୨ ୮୫.୧%
୨୦୧୪ ୨୬୨୭ ୨୩୦୩ ୧୯୧୦ ୩୭୩ ୧୧୪ ୦୯ ୨୧୨ ୦୩ ୦୬ ୦୩ ୮୩.୫%
୨୦୧୫ ୨୫୪୪ ୨୫୯୬.୬ ୧୯୬୪ ୨୩୪ ୧୧୫ ୦୫ ୨୦୫ ୦୨ ୧୯ ୧୨ ୮୯.୧%
୨୦୧୬ ୨୫୫୧ ୨୬୨୨.୩ ୧୮୮୩ ୨୬୭ ୧୫୮ ୦୫ ୧୧ ୦୧ ୨୬ ୧୫ ୮୭.୨%
୨୦୧୭ ୨୨୪୧ ୨୫୭୪ ୧୫୭୧ ୨୪୩ ୧୨୧ ୦୩ ୧୫୫ ୦୧ ୧୪୭ ୮୪ ୮୪.୩%
ପ୍ରଥମ ତ୍ରୟମାସିକ ୪୯୮ ୬୦୯.୬ ୧୮୭ ୦୭ ୦୭ ୧୨ ୨୮୫ ୧୭୬ ୭୫.୭%

ସର୍ବୋଚ୍ଚ ଅଧିକାରୀଶ୍ରୀ ପ୍ରକାଶ ଆର , ଆଇ. ପି. ଏସ., ଅରକ୍ଷୀ ଅଧିକ୍ଷକ ଜଗତସିଂହପୁରଯୋଗାଯୋଗ ନ॰ – (୦୬୭୨୪) ୨୨୦୧୧୫ (O),(୦୬୭୨୪ ୨୨୦୦୧୫( R),(୦୬୭୨୪) ୨୨୦୦୧୫ ( ଫାକ୍ସ)ଅଭିଯୋଗ ସୁଣ।ନିଜିଲ୍ଲା ଅ।ରକ୍ଷୀ ଅଧିକ୍ଷକ ଓ ଜିଲ୍ଲାପାଳ ମିଶି ସପ୍ତାହର ପ୍ରତି ସୋମବାର ଜନସାଧାରଣ ମାନଙ୍କର ଅଭିଯୋଗ ଶୁଣିଥାନ୍ତି । ତ। ପରେ ଅରକ୍ଷୀ ଜିଲ୍ଲା ଅରକ୍ଷୀ ଅଧିକ୍ଷକ ପ୍ରତି କାର୍ଯଦିବସରେ ଅଭିଯୋଗ ଶୁଣିଥାନ୍ତି ।ମହିଳା ଏବଂ ଶିଶୁ କକ୍ଷ ।
ଜଗତସିଂହପୁର ଜିଲ୍ଲା ରେ ୧୨ ଗୋଟି ଥାନା ରେ ମହିଳା ଏବଂ ଶିଶୁ କକ୍ଷ କାମ କରିଆସୁଛି ।ଯୋଗାଯୋଗଆରକ୍ଷୀ ଅଧିକ୍ଷକ କାର୍ଯ୍ୟଳୟ ଜଗତସିଂହପୁର
ଓଡିଶା-୭୫୪୧୦୩
ଯୋଗାଯୋଗ ନ॰ – (୦୬୭୨୪) ୨୨୦୧୧୫ (O),(୦୬୭୨୪ ୨୨୦୦୧୫( R),(୦୬୭୨୪) ୨୨୦୦୧୫ ( ଫାକ୍ସ)
ଈ-ମେଲ-spjsp.orpol[at]nic.in
spjspur[at]rediffmail.com

ଅ।ରକ୍ଷୀ ଅଧିକାରୀ ମାନଙ୍କ ସହିତ ଯୋଗାଯୋଗ ନମ୍ବର
ନାମ ଓ ପଦବୀ ଏସ.ଟି.ଡ଼ି ଅଫିସ ରେସିଡେଣ୍ଟ ମୋବାଇଲ ନ॰
ଶ୍ରୀ ପ୍ରକାଶ ଆର , ଆଇ. ପି. ଏସ., ଅରକ୍ଷୀ ଅଧିକ୍ଷକ ଜଗତସିଂହପୁର. ୦୬୭୨୪ ୨୨୦୧୧୫ ୨୨୦୦୧୫ ୯୪୩୯୮୭୬୫୮୧
ଶ୍ରୀ ବିଷ୍ଣୁ ଚରଣ ମିଶ୍ର, ଓ. ପି. ଏସ। ଅତିରିକ୍ତ ଅରକ୍ଷୀ ଅଧିକ୍ଷକ ପାରାଦୀପ । ୦୬୭୨୨ ୨୨୨୦୦୭ ୨୨୨୪୫୧ ୯୪୩୭୧୧୭୧୭୭
ଶ୍ରୀ ବିଶ୍ଵନାଥ ମିଶ୍ର ଓ. ପି. ଏସ. ଅତିରିକ୍ତ ଅରକ୍ଷୀ ଅଧିକ୍ଷକ IUCAW , ଜଗତସିଂହପୁର ୯୪୩୭୨୫୮୫୯୨
ଶ୍ରୀ ସୁଯୋଗ୍ୟ କୁମାର ମିଶ୍ର, ଓ. ପି. ଏସ. ଏସ ଡି ପି ଓ , ଜଗତସିଂହପୁର ୦୬୭୨୪ ୨୨୦୨୧୫ ୯୪୩୮୯୧୬୪୦୮
ଶ୍ରୀ ଶିବ ଚରଣ ମଲ୍ଲିକ, ଓ. ପି. ଏସ. ଏସ ଡି ପି ଓ , ତିର୍ତୋଲ ୦୬୭୨୨ ୨୫୦୦୧୨ ୯୪୩୮୯୧୬୪୦୯
ଶ୍ରୀ ବ୍ରଜକିଶୋର ନାୟକ,ଓ. ପି. ଏସ, ଡି. ଏସ. ପି . ଡି. ଆଇ . ବି . ଜଗତସିଂହପୁର. ୦୬୭୨୪ ୨୨୦୨୩୭ ୯୪୩୮୯୧୬୪୦୭
ଶ୍ରୀ ବାମଦେବ ସିଂହ , ଓ. ପି. ଏସ, ଡି. ଏସ. ପି . ଏଚ. ଆର . ପି. ସି । . ଜଗତସିଂହପୁର. ୯୪୩୭୧୨୩୦୦୬
ଶ୍ରୀ ଅନିରୁଦ୍ଧ ରାଉତରାୟ, ଓ. ପି. ଏସ, ଡି. ଏସ. ପି . IUCAW ଜଗତସିଂହପୁର. ୦୬୭୨୪ ୨୨୦୫୨୯ ୯୪୩୭୦୭୦୦୮୮
ଶ୍ରୀ ସତ୍ୟ ନାରାୟଣ ପଟ୍ଟନାୟକ, ଓ. ପି. ଏସ, ଡି. ଏସ. ପି . IUCAW ଜଗତସିଂହପୁର. ୯୪୩୭୨୩୦୫୨୭
ଇନ୍ସପେକ୍ଟର ରଜନୀକାନ୍ତ ମିଶ୍ର,  ଆଇ. ଆଇ. ସି ଜଗତସିଂହପୁର ଥାନା । ୦୬୭୨୪ ୨୨୦୦୩୭ ୯୪୩୮୩୨୮୧୯୧
ଇନ୍ସପେକ୍ଟର ଭରତ ବେହେରା ,  ଆଇ. ଆଇ. ସି ବିରିଡି ଥାନା । ୦୬୭୨୪ ୨୬୮୪୨୪ ୯୪୩୭୧୮୮୭୫୪
ଇନ୍ସପେକ୍ଟର ରଞ୍ଜନ କୁମାର ମଲ୍ଲିକ, ଆଇ. ଆଇ. ସି ରଘୁନାଥପୁର ଥାନା । ୦୬୭୨୪ ୨୬୭୭୬୫ ୯୮୫୩୨୧୩୬୦୧
ଇନ୍ସପେକ୍ଟର ବଳରାମ ନାୟକ ,ଆଇ. ଆଇ. ସି ତିର୍ତୋଲ ଥାନା । ୦୬୭୨୨ ୨୫୦୪୩୩ ୯୪୩୮୩୩୮୫୨୮
ଇନ୍ସପେକ୍ଟର ଦିଲ୍ଲୀପ କୁମାର ସାହୁ ,ଆଇ. ଆଇ. ସି କୁଜଙ୍ଗ ଥାନା । ୦୬୭୨୨ ୨୩୬୨୬୦ ୮୮୯୫୯୦୫୨୬୯
ଇନ୍ସପେକ୍ଟର ବିଚିତ୍ରାନନ୍ଦ ସେଠୀ , ଆଇ. ଆଇ. ସି ଏରସମା ଥାନା । ୦୬୭୨୨ ୨୪୬୨୬୬ ୯୪୩୭୧୧୮୮୧୪
ଇନ୍ସପେକ୍ଟର ଶୁଭ୍ରାଂଶୁ ଶେଖର ନାୟକ , ଆଇ. ଆଇ. ସି ପାରାଦୀପ ଥାନା । ୦୬୭୨୨ ୨୨୨୦୨୭ ୯୪୩୭୫୦୫୦୨୪
ଇନ୍ସପେକ୍ଟର ବାବିତ।  ଦଳେଇ , ଆଇ. ଆଇ. ସି ପାରାଦୀପ ମେରାଇନ ଥାନା । ୦୬୭୨୨ ୨୨୨୪୯୮ ୯୪୩୯୫୧୭୮୭୨
ଇନ୍ସପେକ୍ଟର ସର୍ବେଶ୍ଵର ବେହେରା , ଆଇ. ଆଇ. ସି ବାଲିକୁଦ। ଥାନା । ୦୬୭୨୪ ୨୩୮୨୩୮ ୯୯୩୮୫୦୫୦୨୩
ଇନ୍ସପେକ୍ଟର ରଞ୍ଜିତ ମହାନ୍ତି , ଆଇ. ଆଇ. ସି ନଉଗାଁ ଥାନା । ୦୬୭୨୪ ୨୩୩୬୦୭ ୯୪୩୯୪୧୩୫୭୩
ଇନ୍ସପେକ୍ଟର ଚିନ୍ମୟ ରାଉତ ,  ଆଇ. ଆଇ. ସି ଲକ  ଥାନା । ୦୬୭୨୨ ୨୩୦୦୩୫ ୯୪୩୭୦୮୧୦୬୫
ଏ. ଏସ. ଆଇ . ଦୀପ୍ତି ମହାପାତ୍ର   I / C ଅନନ୍ତପୁର OP ୯୩୩୮୬୯୪୩୬୬
ଏ. ଏସ. ଆଇ . ବରଦା ଶତପଥୀ I / C କନକପୁର OP ୦୬୭୨୨ ୨୪୩୪୬୯ ୯୯୩୮୬୦୨୬ ୦୭
ଏସ. ଆଇ . ଅନିରୁଦ୍ଧ ରାଉତI / C କୃଷ୍ଣାନନ୍ଦପୁର OP ୦୬୭୨୨ ୨୪୧୯୦୪ ୮୩୩୮୯୫୬୧୦୮
କ୍ରମିକ ନ॰ ଅଫିସ ନାମ ଅପିଲ କତୃପକ୍ଷ ଜନ ସୂଚନା ଅଧିକାରୀ ସହାୟକ ଜନ ସୂଚନା ଅଧିକାରୀ
1 ଜିଲ୍ଲା ପୁଲିସ ଅଫିସ ଜଗତସିଂହପୁର ଶ୍ରୀ ପ୍ରକାଶ ଆର , ଆଇ. ପି. ଏସ.,ଜଗତସିଂହପୁର  ୯୪୩୯୮୭୬୫୮୧ ଶ୍ରୀ ବାମଦେବ ସିଂହ , ଓ. ପି. ଏସ, ଡି. ଏସ. ପି . ଏଚ. ଆର . ପି. ସି  . ଜଗତସିଂହପୁର
୦୬୭୨୪-୨୨୦୫୨୯
 I/C , ନିରୀକ୍ଷକ ଡ଼ି.ସି.ଆର.ବି
୦୬୭୨୪-୨୨୦୫୨୯
2 ଏସ, ଡି. ଏସ. ପି ଜଗତସିଂହପୁର  -do- ଶ୍ରୀ ସୁଯୋଗ୍ୟ କୁମାର ମିଶ୍ର, ଓ. ପି. ଏସ. ଏସ ଡି ପି ଓ , ଜଗତସିଂହପୁର
୦୬୭୨୪- ୨୨୦୨୧୫
 -do-
3 ଜଗତସିଂହପୁର ,ତିର୍ତୋଲ  ପାରାଦୀପ  -do- ଶ୍ରୀ ଶିବ ଚରଣ ମଲ୍ଲିକ, ଓ. ପି. ଏସ. ଏସ ଡି ପି ଓ , ତିର୍ତୋଲ ୦୬୭୨୪-୨୫୦୦୧୨  ୱାନ ଏସ.ଆଇ ପାରାଦୀପ ଥାନା ଓୱାନ ଏସ.ଆଇ ତିର୍ତୋଳ ଥାନା
4 ଜଗତସିଂହପୁର ଥାନା  -do- ଶ୍ରୀ ରଜନୀକାନ୍ତ ମିଶ୍ର,  ଆଇ. ଆଇ. ସି ଜଗତସିଂହପୁର ଥାନା ୦୬୭୨୪-୨୨୦୦୩୭  ବରିଷ୍ଠ ପୁଲିସ ଏସ.ଆଇ./ଏ.ଏସ.ଆଇ
5 ବାଲିକୁଦ। ଥାନା  -do- ଶ୍ରୀ ସର୍ବେଶ୍ଵର ବେହେରା , ଆଇ. ଆଇ. ସି ବାଲିକୁଦ। ଥାନା ୦୬୭୨୪-୨୩୮୨୩୮  -do-
6 ବିରିଡି ଥାନା  -do- ଶ୍ରୀ ଭରତ ବେହେରା ,  ଆଇ. ଆଇ. ସି ବିରିଡି ଥାନା ୦୬୭୨୪-୨୬୮୪୨୪  -do-
7 ନାଉଗାଁ ଥାନା  -do- ଶ୍ରୀ ରଞ୍ଜିତ ମହାନ୍ତି , ଆଇ. ଆଇ. ସି ନାଉଗାଁ ଥାନା ୦୬୭୨୪-୨୩୩୬୦୭  -do-
8 ରଘୁନାଥପୁର ଥାନା  -do-  ଶ୍ରୀ ରଞ୍ଜନ କୁମାର ମଲ୍ଲିକ, ଆଇ. ଆଇ. ସି ରଘୁନାଥପୁର ଥାନା ୦୬୭୨୪-୨୬୭୭୬୫  -do-
9 ତିର୍ତୋଲ ଥାନା  -do-  ଶ୍ରୀ ବଳରାମ ନାୟକ ,ଆଇ. ଆଇ. ସି ତିର୍ତୋଲ ଥାନା  ୦୬୭୨୨-୨୫୦୪୩୩  -do-
10 ଏରସମା ଥାନା  -do- ଶ୍ରୀ ବିଚିତ୍ରାନନ୍ଦ ସେଠୀ , ଆଇ. ଆଇ. ସି ଏରସମା ଥାନା
୦୬୭୨୨-୨୪୬୨୬୬
 -do-
11 କୁଜଙ୍ଗ ଥାନା  -do- ଶ୍ରୀ ଦିଲ୍ଲୀପ କୁମାର ସାହୁ ,ଆଇ. ଆଇ. ସି କୁଜଙ୍ଗ ଥାନା ୦୬୭୨୪-୨୩୬୨୬୦  -do-
12 ପାରାଦୀପ ଲକ ଥାନା  -do- ଶ୍ରୀ ଚିନ୍ମୟ ରାଉତ ,  ଆଇ. ଆଇ. ସି ଲକ  ଥାନା
୦୬୭୨୨-୨୩୦୦୩୫
 -do-
13 ପାରାଦୀପ ମେରାଇନ ଥାନା  -do- ଶ୍ରୀମତୀ ବବିତ।  ଦଳେଇ , ଆଇ. ଆଇ. ସି ପାରାଦୀପ ମେରାଇନ ଥାନା
୦୬୭୨୨-୨୨୨୨୯୮
 -do-
14 ପାରାଦୀପ  ଥାନା  -do-  ଶ୍ରୀ ଶୁଭ୍ରାଂଶୁ ଶେଖର ନାୟକ , ଆଇ. ଆଇ. ସି ପାରାଦୀପ ଥାନା ୦୬୭୨୨-୨୨୨୦୨୭  -do-
15 ଜଟାଧାରୀ ମୁହାଣ ମେରାଇନ ଥାନା  -do- ଶ୍ରୀ ଅଜୟ କୁମାର ମୁଦୁଲି ଆଇ. ଆଇ. ସି ଜଟାଧାରୀ ମୁହାଣ ମେରାଇନ ଥାନା
୯୪୩୭୬୨୧୮୮୫
 -do-