ଜିଲ୍ଲା ନ୍ୟାୟାଳୟ ,ଜଗତସିଂହପୁର

ଜିଲ୍ଲା ନ୍ୟାୟାଳୟ ପ୍ରତିଷ୍ଠା ହେବାର ଇତିହାସ

ଜଗତସିଂହପୁର ଜିଲ୍ଲା ନ୍ୟାୟାଳୟ ର ସୃଷ୍ଟି ମୂଳ କଟକ ଜିଲ୍ଲା ନ୍ୟାୟାଳୟ ଠାରୁ ଅଲଗା ହୋଇ ତା ୧୭।୦୫।୨୦୧୩ ଠାରୁ କାର୍ଯ୍ୟକାରୀ ହେଲା । ଏହା କଟକ ଉଚ୍ଚନ୍ୟାୟାଳୟ ର ତଦାନୀନ୍ତକ ମାନ୍ୟବର ନ୍ୟାୟାଧିଶ ଶ୍ରୀଯୁକ୍ତ ଶତୃଘ୍ନ ପୂଜାହାରୀଙ୍କ ଉପସ୍ଥିତିରେ ଉଦଘାଟିତ ହୋଇଥିଲା । ସେତେବେଳର କଟକରେ ଅବସ୍ଥାପିତ ଜିଲ୍ଲା ନ୍ୟାୟାଧୀଶ ସମ୍ମାନୀୟ ଶ୍ରୀ ଗୋପାଳ ଚନ୍ଦ୍ର ବେହେରା ଜିଲ୍ଲାର ପ୍ରଥମ ନ୍ୟାୟାଧୀଶ ଭାବେ ଅବସ୍ଥାପିତ ହୋଇଥିଲେ।

ଜିଲ୍ଲା ନ୍ୟାୟାଳୟ ରେ କାର୍ଯରତ ନ୍ୟାୟାଧୀଶ ମାନଙ୍କ ନାମ ଓ ଯୋଗାଯୋଗ
ଅଫିସ ର ନାମ ଅଫିସରଙ୍କ ନାମ ଟେଲିଫୋନ ନମ୍ବର.ଅଫିସ/ଘର ମୋବାଇଲ ନମ୍ବର
ଜିଲ୍ଲା ଦୌରା ଜଜ ଶ୍ରୀ ରବିନାରାୟଣ ମିଶ୍ର ୨୨୨୦୨୨( ଅଫିସ) ୨୨୦୧୪୯(ଫାକ୍ସ) ୨୨୦୨୫୧ (ଘର) ୯୪୩୭୨୪୭୨୨୨
ଉପ ଜିଲ୍ଲା ଦୌରାତ ଜର୍ଜ ଶ୍ରୀ ଭଗବାନ ପ୍ରଧାନ ୨୨୨୮୦୧(ଅଫିସ) ୨୨୧୧୯୪ (ଘର) ୯୮୫୩୮୨୯୨୯୯
ସିଜେମ ଶ୍ରୀମତୀ ମିନାକ୍ଷି ଦାସ ୨୨୦୧୩୮(ଅଫିସ) ୨୨୦୩୪୭ (ଘର) ୯୪୩୭୯୬୦୧୦୦
ସିଭିଲ ଜଜ(ଏସ.ଡିଭିଜନ) ଶ୍ରୀମତୀ ମୁନରାନୀ ମିଶ୍ର ୨୨୦୦୯୩ (ଅଫିସ) ୨୨୦୩୪୯(ଘର ) ୯୪୩୯୭୪୦୯୮୦
ଡ଼ିଏଲଏସଏ, ସେକ୍ରେଟାରୀ ଶ୍ରୀମତୀ ଶ୍ବତସ୍ବିନୀ କର ୨୨୧୧୮୧ (ଅଫିସ) ୨୨୧୧୮୨ (ଘର ) ୯୪୩୮୬୭୦୪୫୪
ରେଜିଷ୍ଟାର ଶ୍ରୀ ପ୍ରିଦିପ କୁମାର ପ୍ରଧାନ ୨୨୧୧୯୫ (ଅଫିସ) ୨୨୨୯୧୦ ( ଘର ) ୮୮୯୫୮୭୮୩୭୦
ସିଭିଲ ଜଜ(ଏସ.ଡିଭିଜନ) କମ ଆସିଷ୍ଟାଣ୍ଟ ସେସନ ଜଜ, ଓମେନ୍ସ କୋର୍ଟ ଶ୍ରୀମତୀ ଲୋପାମୁଦ୍ରା ପଣ୍ଡା ୯୫୫୬୪୦୧୯୬୫
ସିଭିଲ ଜଜ(ଜୁନିୟର.ଡିଭିଜନ) ଶ୍ରୀମତୀ ଶିବାନୀ ଆଚାର୍ଯ୍ୟ ୨୨୦୬୪୮( ଅଫିସ ) ୨୨୧୫୨୧ (ଘର ) ୮୮୯୫୫୭୦୭୧୨
ଏସଡ଼ିଜେଏମ ଶ୍ରୀମତୀ ଶୁଭଶ୍ରୀ ପ୍ରଧାନ ୨୨୧୫୪୧ (ଅଫିସ) ୨୨୦୭୭୩ (ଘର) ୮୭୬୩୩୦୦୪୨୫
ଜେଏମଏଫସି ୨୨୦୭୧୦ (ଅଫିସ ) ୨୨୦୮୭୮(ଘର )
ଦୁରଭାଷ ନମ୍ବର କୁଜଙ୍ଗ ଷ୍ଟେସନ (ଏସ.ଟି.ଡି:୦୬୭୨୨)
ସିଭିଲ ଜଜ(ଏସ.ଡିଭିଜନ) ଶ୍ରୀ ଅଭିଳାସ ସେନାପତି ୨୩୭୦୦୭ (ଅଫିସ)ଫାକ୍ସ ୨୩୭୦୦୬ (ଘର) ୯୪୩୮୩୨୫୯୫୯
ସିଭିଲ ଜଜ(ଜୁନିୟର.ଡିଭିଜନ) ଶ୍ରୀ ଅମିତାଭ ପଣ୍ଡା ୨୩୬୦୬୬ (ଅଫିସ) ୨୩୬୦୬୦ (ଘର) ୯୪୩୮୧୫୮୫୧୦
ଜେଏମଏଫସି(ପ) ଶ୍ରୀମତୀ ମାମି ବେହେରା ୨୩୬୪୫୦ (ଅଫିସ) ୭୦୦୮୧୧୭୦୮୧

ଅଧିକ ତଥ୍ୟ ପାଇଁ କ୍ଲିକ କରନ୍ତୁ :- http://Ecourts.Gov.In/Odisha/Jagatsinghpur