ଜିଲ୍ଲା ନ୍ୟାୟାଳୟ ,ଜଗତସିଂହପୁର
ଜିଲ୍ଲା ନ୍ୟାୟାଳୟ ପ୍ରତିଷ୍ଠା ହେବାର ଇତିହାସ
ଜଗତସିଂହପୁର ଜିଲ୍ଲା ନ୍ୟାୟାଳୟ ର ସୃଷ୍ଟି ମୂଳ କଟକ ଜିଲ୍ଲା ନ୍ୟାୟାଳୟ ଠାରୁ ଅଲଗା ହୋଇ ତା ୧୭।୦୫।୨୦୧୩ ଠାରୁ କାର୍ଯ୍ୟକାରୀ ହେଲା । ଏହା କଟକ ଉଚ୍ଚନ୍ୟାୟାଳୟ ର ତଦାନୀନ୍ତକ ମାନ୍ୟବର ନ୍ୟାୟାଧିଶ ଶ୍ରୀଯୁକ୍ତ ଶତୃଘ୍ନ ପୂଜାହାରୀଙ୍କ ଉପସ୍ଥିତିରେ ଉଦଘାଟିତ ହୋଇଥିଲା । ସେତେବେଳର କଟକରେ ଅବସ୍ଥାପିତ ଜିଲ୍ଲା ନ୍ୟାୟାଧୀଶ ସମ୍ମାନୀୟ ଶ୍ରୀ ଗୋପାଳ ଚନ୍ଦ୍ର ବେହେରା ଜିଲ୍ଲାର ପ୍ରଥମ ନ୍ୟାୟାଧୀଶ ଭାବେ ଅବସ୍ଥାପିତ ହୋଇଥିଲେ।
ଅଫିସ ର ନାମ | ଅଫିସରଙ୍କ ନାମ | ଟେଲିଫୋନ ନମ୍ବର.ଅଫିସ/ଘର | ମୋବାଇଲ ନମ୍ବର |
---|---|---|---|
ଜିଲ୍ଲା ଦୌରା ଜଜ | ଶ୍ରୀ ରବିନାରାୟଣ ମିଶ୍ର | ୨୨୨୦୨୨( ଅଫିସ) ୨୨୦୧୪୯(ଫାକ୍ସ) ୨୨୦୨୫୧ (ଘର) | ୯୪୩୭୨୪୭୨୨୨ |
ଉପ ଜିଲ୍ଲା ଦୌରାତ ଜର୍ଜ | ଶ୍ରୀ ଭଗବାନ ପ୍ରଧାନ | ୨୨୨୮୦୧(ଅଫିସ) ୨୨୧୧୯୪ (ଘର) | ୯୮୫୩୮୨୯୨୯୯ |
ସିଜେମ | ଶ୍ରୀମତୀ ମିନାକ୍ଷି ଦାସ | ୨୨୦୧୩୮(ଅଫିସ) ୨୨୦୩୪୭ (ଘର) | ୯୪୩୭୯୬୦୧୦୦ |
ସିଭିଲ ଜଜ(ଏସ.ଡିଭିଜନ) | ଶ୍ରୀମତୀ ମୁନରାନୀ ମିଶ୍ର | ୨୨୦୦୯୩ (ଅଫିସ) ୨୨୦୩୪୯(ଘର ) | ୯୪୩୯୭୪୦୯୮୦ |
ଡ଼ିଏଲଏସଏ, ସେକ୍ରେଟାରୀ | ଶ୍ରୀମତୀ ଶ୍ବତସ୍ବିନୀ କର | ୨୨୧୧୮୧ (ଅଫିସ) ୨୨୧୧୮୨ (ଘର ) | ୯୪୩୮୬୭୦୪୫୪ |
ରେଜିଷ୍ଟାର | ଶ୍ରୀ ପ୍ରିଦିପ କୁମାର ପ୍ରଧାନ | ୨୨୧୧୯୫ (ଅଫିସ) ୨୨୨୯୧୦ ( ଘର ) | ୮୮୯୫୮୭୮୩୭୦ |
ସିଭିଲ ଜଜ(ଏସ.ଡିଭିଜନ) କମ ଆସିଷ୍ଟାଣ୍ଟ ସେସନ ଜଜ, ଓମେନ୍ସ କୋର୍ଟ | ଶ୍ରୀମତୀ ଲୋପାମୁଦ୍ରା ପଣ୍ଡା | ୯୫୫୬୪୦୧୯୬୫ | |
ସିଭିଲ ଜଜ(ଜୁନିୟର.ଡିଭିଜନ) | ଶ୍ରୀମତୀ ଶିବାନୀ ଆଚାର୍ଯ୍ୟ | ୨୨୦୬୪୮( ଅଫିସ ) ୨୨୧୫୨୧ (ଘର ) | ୮୮୯୫୫୭୦୭୧୨ |
ଏସଡ଼ିଜେଏମ | ଶ୍ରୀମତୀ ଶୁଭଶ୍ରୀ ପ୍ରଧାନ | ୨୨୧୫୪୧ (ଅଫିସ) ୨୨୦୭୭୩ (ଘର) | ୮୭୬୩୩୦୦୪୨୫ |
ଜେଏମଏଫସି | ୨୨୦୭୧୦ (ଅଫିସ ) ୨୨୦୮୭୮(ଘର ) | ||
ଦୁରଭାଷ ନମ୍ବର କୁଜଙ୍ଗ ଷ୍ଟେସନ (ଏସ.ଟି.ଡି:୦୬୭୨୨) | |||
ସିଭିଲ ଜଜ(ଏସ.ଡିଭିଜନ) | ଶ୍ରୀ ଅଭିଳାସ ସେନାପତି | ୨୩୭୦୦୭ (ଅଫିସ)ଫାକ୍ସ ୨୩୭୦୦୬ (ଘର) | ୯୪୩୮୩୨୫୯୫୯ |
ସିଭିଲ ଜଜ(ଜୁନିୟର.ଡିଭିଜନ) | ଶ୍ରୀ ଅମିତାଭ ପଣ୍ଡା | ୨୩୬୦୬୬ (ଅଫିସ) ୨୩୬୦୬୦ (ଘର) | ୯୪୩୮୧୫୮୫୧୦ |
ଜେଏମଏଫସି(ପ) | ଶ୍ରୀମତୀ ମାମି ବେହେରା | ୨୩୬୪୫୦ (ଅଫିସ) | ୭୦୦୮୧୧୭୦୮୧ |
ଅଧିକ ତଥ୍ୟ ପାଇଁ କ୍ଲିକ କରନ୍ତୁ :- http://Ecourts.Gov.In/Odisha/Jagatsinghpur