ବନ୍ଦ କରନ୍ତୁ

ଜିଲ୍ଲା ନିଯୋଜନ କାର୍ଯ୍ୟାଳୟ,ଜଗତସିଂହପୁର

ଉପକ୍ରମ-

ଜିଲ୍ଲା ନିଯୋଜନ କାର୍ଯ୍ୟ।ଳୟ ଜଗତସିଂହପୁର ୧୯୯୩ ମସିହା ଠାରୁ ଜିଲ୍ଲା ରେ ଏକ ଭଡା ଘରେ କାର୍ଯ୍ୟ କରୁଥିଲା ପରବର୍ତୀ ପର୍ଯୟରେ ୨୦୧୭ ମାସିହା ଡିସେମ୍ବର ମାସ ୧ ତାରିଖରେ ଜିଲ୍ଲା ନିଯୋଜନ କାର୍ୟାଳୟ ନିଜର ନିଜସ୍ଵ ଘର ଯୋଗଧାରୀ କୁ ସ୍ଥାନାନ୍ତରିତ ହେଲା । ଏହି କାର୍ଯ୍ୟ।ଳୟ ରେ ଜିଲ୍ଲା ର ସମସ୍ତ ବ୍ଲକ ର ପିଲାମାନେ ନାମ ପଂଜିକରଣ କରି ପାରିବେ । ଏହା ବ୍ୟତୀତ ଅନ୍ୟ ଏକ ନିଯୋଜନ କାର୍ଯ୍ୟ।ଳୟ ପାରାଦୀପ ଠାରେ କାର୍ଯ୍ୟ କରୁଛି । ଏହି କାର୍ଯ୍ୟ।ଳୟ ରେ କୁଜଙ୍ଗ, ତିର୍ତୋଳ ଓ ଏରସମା ର ପିଲା ମାନେ ନାମ ପଂଜିକରଣ କରିପାରିବେ ।

ଜିଲ୍ଲା ନିଯୋଜନ କାର୍ଯ୍ୟାଳୟ ର କାର୍ଯ୍ୟାବଳୀ

ନାମ ପଞ୍ଜୀକରଣ ର ବିଗତ ୩ ବର୍ଷ ର ବିବରଣୀ।
କ୍ରମ ନ କାର୍ଯ ତାଲିକା ବର୍ଷ ୨୦୧୬ ବର୍ଷ ୨୦୧୭ ୩୦।୦୩।୨୦୧୮ପର୍ଯନ୍ତ
ପଂଜିକରଣ ୪୨୪୮ ୩୨୭୪ ୭୪୨
ବିଜ୍ଞାପନ ୦୩ ୦୨-
ନିଯୁକ୍ତ
ଜୀବନ୍ତ ପଂଜିକରଣ ୨୪୪୦୯ ୨୧୬୦୬ ୨୩୨୩୪

ଆଇ ଟି ଆଇ୧୩୨୨୮୧୩୩୩୦

ପଂଜିକରଣ ର ବିସ୍ତୃତ ବିବରଣୀ।
ବିଭାଗ ପୁରୁଷ ମହିଳା ମୋଟ
ନିମ୍ନ ମାଧ୍ୟମିକ
ଉଚ୍ଛ ମାଧ୍ୟମିକ ୫୪୭ ୧୫୭ ୭୦୪
ଦଶମ ପାସ ୯୮୯ ୪୬୧୩ ୫୬୦୨
+୨ କଳା ୩୧୪୧ ୨୮୨୪ ୫୪୬୫
+୨ ବିଜ୍ଞାନ ୬୭୭ ୮୬୫ ୧୫୪୨
+୨ ବାଣିଜ୍ୟ ୬୫୧ ୧୪୬ ୭୯୭
+୩ କଳା ୧୬୭୩ ୧୨୬୭ ୨୪୪୦
+୩ ବିଜ୍ଞାନ ୩୬୪ ୨୨୦ ୫୮୪
+୩ ବାଣିଜ୍ୟ ୪୨୧ ୭୮ ୪୯୯
ଡିପ୍ଲୋମା ୬୬୦ ୧୧୭ ୭୭୭
ସି ଟି ପାସ ୬୧ ୧୫୮ ୨୧୯
ଫାର୍ମଶିଷ୍ଟ ୮୫ ୨୨ ୯୭
ନର୍ସ ୨୨ ୧୩୧ ୧୫୩
ଷ୍ଟେନୋ ୧୧
ଟାଇପିଷ୍ଟ ୨୫ ୦୪ ୨୯
ଲାଇବ୍ରେରିୟାନ
ଅନ୍ୟାନ ୫୩୫ ୫୨୦ ୧୦୫୫
ମୋଟ ୧୩୫୦୫ ୭୭୨୯ ୨୩୨୩୪
ବିଶେଷ ବର୍ଗ
ବିଭାଗ ପୁରୁଷ ମହିଳା ମୋଟ
ଅନୁସୂଚିତ ଜାତି ୨୫୩୧ ୧୪୮୭ ୪୦୧୮
ଅନୁସୂଚିତ ଉପଜାତି ୬୦ ୧୮ ୭୮
ଓ ବି ସି ୧୫୩୬ ୭୩୧ ୨୨୬୭
ଏସ ଇ ବି ସି ୨୧୬୫ ୧୪୮୨ ୩୬୪୭
ଶାରୀରିକ ଅକ୍ଷମ ୯୪

ରାଜ୍ୟ ନିଯୁକ୍ତି ମିଶନ ( ଦକ୍ଷତା ବିକାଶ ପ୍ରାଧିକାରୀ ଓଡିଶା ସରକାର)

ଆମ ରାଜ୍ୟ ଓଡିଶା ବର୍ତମାନ ବେକାରି ସମସ୍ୟା ବହୁଳ ଭାବ ରେ ବଢି ଚାଲିଛି। ଏହି ସମସ୍ୟା ର ସମାଧାନ କରିବା ତଥା ଯୁବକ ଯୁବତୀ ମାନଙ୍କୁ କିପରି ଭାବେ ରୋଜଗାର କ୍ଷମ କରିବା ପାଇଁ ୨୦୦୫ ମାସିହା ରେ ରାଜ୍ୟ ନିଯୁକ୍ତି ମିଶନ ର ପ୍ରତିଷ୍ଠା କରାଗଲା ଏହା ଆଜି ପର୍ଯନ୍ତ ମୁଖ୍ୟମନ୍ତ୍ରୀ ଙ୍କ ତତ୍ୟବଧାନ ରେ କାର୍ଯ୍ୟ କରୁଛି। ଏହାର ମୁଖ୍ୟ ଉଦେଶ୍ୟ ହେଉଛି ଯୁବକ ଯୁବତୀ ,ମାନଙ୍କୁ ବିଭିନ ଦକ୍ଷତା ମୂଳକ ତାଲିମ ପ୍ରଦାନ କରିବା ।ଏହି ତାଲିମ ର ଅବଧି ଏକ ମାସ ରୁ ୩ ମାସ। ଏହି ତାଲିମ ସମ୍ପୁର୍ଣ ମାଗଣା ରେ ପ୍ରଦାନ କରାଯାଉଛି। ତାଲିମ ନେବା ପରେ ସେମାନକୁ ବିଭନ୍ନ ବେସରକାରୀ ଅନୁଷ୍ଟାନ୍ନ ରେ ନିଯୁକ୍ତି ଦିଆ ଯାଉଛି। ଏଅହି ତାଲିମ ଓଡିଶା ସରକାର ଙ୍କ ସହ ଚୁକ୍ତି କରିଥିବା ତାଲିମ ପ୍ରଦାନ କାରୀ ସନ୍ଥା ମାନେ( ପି ଆଇ ଏ) ପ୍ରଦାନ କରୁଛନ୍ତି। ଏହି ତାଲିମି ର ସର୍ବନିମ୍ୟ ବୟସ ସୀମା ୧୮ ରୁ ୩୫ ବର୍ଷ ରଖାଯାଇଛି। ଏଅହି ତାଲିମି ନେବା ପାଇଁ ପାର୍ଥୀ ମାନକୁ ଜିଲ୍ଲା ନିଯୋଜନ ଅଧିକାରୀଙ୍କୁ ଯୋଗଯୋଗ କରିବାକୁ ଅନୁରୋଧ।

୨୦୦୬ ମସିହା ଠାରୁ ଅଦ୍ୟାବଧି କରାଯାଇଥିବା ବିଭିନ୍ୟ ଦକ୍ଷତା ବିକାଶ ତାଲିମି ର ବିବରଣୀ ନିନ୍ମ ରେ ଦିଆଗଲା।

କ୍ରନ॰ ବର୍ଷ ତାଲିମି ନେଇଥିବା ପାର୍ଥୀ ଙ୍କ ସଂଖ୍ୟା
୨୦୦୬ ୪୨୦
୨୦୦୭ ୨୦୦
୨୦୦୮ ୨୦୦
୨୦୦୯ ୨୦୦
୨୦୧୦ ୪୨୦
ମୋଟ ୧୪୪୦

ସ୍ଵ ରୋଜଗାର ମେଳା

କ୍ରମ ନ ବର୍ଷ ମେଳା ରେ ଭାଗ ନେଇଥିବା ପାର୍ଥୀ ଙ୍କ ସଂଖ୍ୟା ରୁଣ ପାଇଥିବା ପାର୍ଥୀଙ୍କ ସଂଖ୍ୟା
୨୦୦୬ ୧୭୨୦ ୨୦
୨। ୨୦୦୭ ୨୨୧୦ ୯୩
୨୦୦୮ ୧୨୮୨ ୧୧୫

ସେନାବାହିନୀ ରେ ଯୋଗ ଦେବା ପାଇଁ ପ୍ରାକ ତାଲିମି ଶିବିର

ସେନାବାହିନୀ ରେ ଯୋଗ ଦେବାପାଇଁ ଇଚ୍ଛୁକ ଥିବା ପାର୍ଥୀ ମାନଙ୍କ ପାଇଁ ଏକ ପ୍ରାକ ତାଲିମି ରାଜ୍ୟ ନିଯୁକ୍ତି ମିଶନ ଦ୍ଵାରା ପ୍ରତି ବର୍ଷ ଆମ ଜିଲ୍ଲା ରେ ଆୟୋଜନ କରାଯାଉଛି। ଏଇ ତାଲିମି ର ସମସ୍ତ ଖର୍ଚ ଓଡିଶା ସରକାର ବହନ କରୁଛନ୍ତି। ଜଗତସିଂହପୁର ଜିଲ୍ଲା ର ଏହି ତାଲିମି ୨୦୦୯ ମସିହା ଠାରୁ ପ୍ରଦାନ କରା ଯାଉଛି।ଏହି ତାଲିମି ନେବାପରେ ପିଲା ମାନେ ସେନାବାହିନୀରେ ନିଯୁକ୍ତି ପାଇବାର ସୁଯୋଗ ପାଇ ପାରୁଛନ୍ତି। ବିଗତ ୪ ବର୍ଷ ଭିତରେ ଆମ ଜିଲ୍ଲା ରୁ ୩୧ ଜଣ ପିଲା ସେବବାହିନୀରେ ନିଯୁକ୍ତିର ସୁଯୋଗ ପାଇଛନ୍ତି।

୨୦୦୯ ଝଙ୍କଡ ମହିଳା ମହାବିଦ୍ୟାଳୟ୧୫ ଦିନ୫୦୩

ବର୍ଷ ସ୍ଥାନ ଅବଧି ତାଲିମି ନେଇ ଥିବା ପିଲାଙ୍କ ସଂଖ୍ୟା ସେନା ବାହିନୀରେ ଚାକିରି ପାଇଥିବା ପାର୍ଥୀ ଙ୍କ ସଂଖ୍ୟା
୨୦୧୦ ଝଙ୍କଡ ମହିଳା ମହାବିଦ୍ୟାଳୟ ୧୫ ଦିନ ୫୦
୨୦୧୧ ଝଙ୍କଡ ମହିଳା ମହାବିଦ୍ୟାଳୟ ୧୫ ଦିନ ୫୦ ୧୨
୨୦୧୪ ଝଙ୍କଡ ମହିଳା ମହାବିଦ୍ୟାଳୟ ୧୫ ଦିନ ୫୦
୨୦୧୮ ଏସକେ ଏକଡିମି , ଜଗତସିଂହପୁର ୧୫ ଦିନ ୨୪

 ଜଗତସିଂହପୁର ଜିଲ୍ଲା ରେ ନିଯୁକ୍ତି ମିଶନ ତରଫରୁ ମାଗଣା କମ୍ପିଉଟର ଶିକ୍ଷା ।

କ୍ରମ ନ ତାଲିମି ଦେଉଥିବା ଅନୁଷ୍ଟାନ ର ନାମ ତାଲିମି ନେଉଥିବା ପାର୍ଥୀଙ୍କ ସଂଖ୍ୟା
ଓଡିଶା କମ୍ପିଉଟର ଅପପ୍ଲିକେସନ ସେଣ୍ଟର ୨୧୦୦

ଜଗତସିଂହପୁର ଜିଲ୍ଲା ରେ ମାଗଣା ଗାଡିଚାଳନ ତାଲିମି ରାଜ୍ୟ ନିଯୁକ୍ତି ମିଶସନ ତରଫରୁ ପ୍ରଦାନ କରାଯାଉଛି। ଏହି ତାଲିମି ସମ୍ପୂର୍ଣ୍ଣ ମାଗଣା ରେ ୨୦୦୯ ମସିହା ପ୍ରଦାନ ଠାରୁ କରାଯାଉଛି।

କ୍ରମ ନ ବର୍ଷ ତାଲିମି ପାଇଥିବା ପାର୍ଥୀଙ୍କ ସଂଖ୍ୟା
୨୦୦୯ 96
୨୦୧୦ ୧୪୩
୨୦୧୧ ୬୨୩
୨୦୧୪ ୧୧୨
୨୦୧୫ ୩୬୦
୨୦୧୬ ୨୨୯
୨୦୧୮ ୨୨୩

 ବ୍ଲକ ରେ ନିଯୁକ୍ତି ଭିତିକ ତାଲିମି ଶିବିର-

ନିଯୁକ୍ତି ମିଶନ ତରଫରୁ ଜଗତସିଂହପୁର ଜିଲ୍ଲାର ପ୍ରତି ବ୍ଲକ ରେ ଏକ ତାଲିମି ଶିବିର ର ଆୟୋଜନ କରାଯାଉଛି। ଏହି ଶିବିରରେ ଓଡିଶା ସରକାର ଙ୍କ ସହ ଚୁକ୍ତି କରିଥିବା ତାଲିମି ପ୍ରଦାନ କାରି ସନ୍ଥା ମାନେ ଭାଗ ନେଉଛନ୍ତି। ଏହି ଶିବିର ରେ ପିଲା ମାନେ ନିଜ ଶିକ୍ଷାଗତ ଯୋଗ୍ୟତା ଓ ନିଜର ମନ ମୁତାବକ ବିଭାଗରେ ତାଲିମି ନେବାର ସୁଯଗ ପାଇ ପାରୁଛନ୍ତି। ଏହା ସମ୍ପୂର୍ଣ ଭାବେ ମାଗଣା ରେ ପ୍ରଦାନ କରାଯାଉଛି।

ବର୍ଷ ତାଲିମି ପ୍ରାପ୍ତ ପିଲାଙ୍କ ସଂଖ୍ୟା ନିଯୁକ୍ତି ପ୍ରାପ୍ତ ପିଲାଙ୍କ ସଂଖ୍ୟା
୨୦୧୨-୨୦୧୩ ୪୦
୨୦୧୩-୨୦୧୪ ୨୩୨ ୧୫
୨୦୧୪-୧୫ ୫୭୧ ୬୯
୨୦୧୫-୧୬ ୧୭୮ ୪୫
୨୦୧୬-୧୭ ୧୧୮
୨୦୧୭-୧୮ ୧୮୦ ୨୦

 ନିଯୁକ୍ତି ମେଳା-

ନିଯୁକ୍ତି ମିଶନ ତରଫରୁ ଜଗତସିଂହପୁର ଜିଲ୍ଲାର ପ୍ରତି ବର୍ଷ ଏକ ନିଯୁକ୍ତି ମେଳା ଆୟୋଜନ କରାଯାଉଛି। ଏହି ଶିବିରରେ ଓଡିଶା ସରକାର ଙ୍କ ସହ ଚୁକ୍ତି କରିଥିବା ତାଲିମି ପ୍ରଦାନ କାରି ସନ୍ଥା ଓ ରାଜ୍ୟରେ ଥିବା ବିଭିନ୍ନ କମ୍ପାନି ଓ ରାଜ୍ୟ ବାହାରର କମ୍ପାନି ମାନେ ଭାଗ ନେଉଛନ୍ତି। ଏହି ମେଳା ରେ ପିଲା ମାନେ ନିଜ ଶିକ୍ଷାଗତ ଯୋଗ୍ୟତା ଅନୁସାରେ ନିଯୁକ୍ତି ପାଇବାର ନେବାର ସୁଯଗ ପାଇ ପାରୁଛନ୍ତି।

ବର୍ଷ ଅଫର ଲେଟର ପାଇଥିବା ପିଲାଙ୍କ ସଂଖ୍ୟା
୨୦୧୨-୧୩ ୯୬
୨୦୧୩-୧୪ ୯୭୩
୨୦୧୪-୧୫ ୩୦୪
୨୦୧୫-୧୬ ୬୯
୨୦୧୬-୧୭ ୨୪୦
୨୦୧୭-୧୮ ୫୬୦