ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ, ଜଗତସିଂହପୁର
- ଯୋଗାଯୋଗ ଠିକଣା
ନାମ : ଶ୍ରୀମତି ସୁଜାତା ମିଶ୍ର, ଯୋଗାଣ ଅଧିକାରୀ, ଜଗତସିଂହପୁର
ମୋବାଇଲ ନମ୍ବର : ୯୪୩୮୦୦୦୪୨
- ଇ-ମେଲ
ଅଫିସ ଇ-ମେଲ cso.jagatsinghpur@gmail.com
ଜନ ସୂଚନା ଅଧିକାରୀ : ଶ୍ରୀମତି ସୁଜାତା ମିଶ୍ର , ଯୋଗାଣ ଅଧିକାରୀ
ସହାୟକ ଜନ ସୂଚନା ଅଧିକାରୀ : ଶ୍ରୀଯୁକ୍ତ ପ୍ରଫୁଲ୍ଲ ବେହେରା, ସହାୟକ ଯୋଗାଣ ଅଧିକାରୀ
- ବିଭାଗ ଦ୍ଵାରା ଯୋଗାଇ ଦିଆଯାଉଥିବା ସେବା
ଅତ୍ୟାବଶ୍ୟକ ସାମଗ୍ରୀ ଯଥା ଚାଉଳ, ଗହମ, କିରୋସିନୀ ଯୋଗ୍ୟ ହିତାଧିକାରୀ ମାନଙ୍କୁ ଯୋଗାଇ ଦିଆଯାଏ
- ଚାଲୁଥିବା ଯୋଜନା >
୧. ଖାଦ୍ୟ ସୁରକ୍ଷା ଯୋଜନାରେ ଯୋଗାଇ ଦିଆଯାଉଥିବା ଚାଉଳ ଓ ଗହମ
୨. ଖାଦ୍ୟ ସୁରକ୍ଷା ଯୋଜନାରେ ଯୋଗାଇ ଦିଆଯାଉଥିବା କିରୋସିନୀ
୩. ଅନ୍ନପୂର୍ଣା ଯୋଜନା
୪. ଏସସି/ଏସଟି ଚାଉଳ
୫. ୱେଲଫେୟାର ଚାଉଳ