ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ, ଜଗତସିଂହପୁର

  • ଯୋଗାଯୋଗ ଠିକଣା

ନାମ : ଶ୍ରୀଯୁକ୍ତ ଦିଲ୍ଲୀପ କୁମାର ପାତ୍ର, ଯୋଗାଣ ଅଧିକାରୀ, ଜଗତସିଂହପୁର

ମୋବାଇଲ ନମ୍ବର : ୯୪୩୮୦୦୦୪୨

  • ଇ-ମେଲ

ଅଫିସ ଇ-ମେଲ cso.jagatsinghpur[at]gmail.com

ଜନ ସୂଚନା ଅଧିକାରୀ : ଶ୍ରୀଯୁକ୍ତ ଦିଲ୍ଲୀପ କୁମାର ପାତ୍ର, ଯୋଗାଣ ଅଧିକାରୀ

ସହାୟକ ଜନ ସୂଚନା ଅଧିକାରୀ :  ଶ୍ରୀଯୁକ୍ତ ବ୍ରଜେନ୍ଦ୍ର କୁମାର ମହାନ୍ତି, ସହାୟକ ଯୋଗାଣ ଅଧିକାରୀ

  • ବିଭାଗ ଦ୍ଵାରା ଯୋଗାଇ ଦିଆଯାଉଥିବା ସେବା

ଅତ୍ୟାବଶ୍ୟକ ସାମଗ୍ରୀ ଯଥା ଚାଉଳ, ଗହମ, କିରୋସିନୀ ଯୋଗ୍ୟ ହିତାଧିକାରୀ ମାନଙ୍କୁ ଯୋଗାଇ ଦିଆଯାଏ

  • ଚାଲୁଥିବା ଯୋଜନା >

୧. ଖାଦ୍ୟ ସୁରକ୍ଷା ଯୋଜନାରେ ଯୋଗାଇ ଦିଆଯାଉଥିବା ଚାଉଳ ଓ ଗହମ

୨. ଖାଦ୍ୟ ସୁରକ୍ଷା ଯୋଜନାରେ ଯୋଗାଇ ଦିଆଯାଉଥିବା କିରୋସିନୀ

୩. ଅନ୍ନପୂର୍ଣା ଯୋଜନା

୪. ଏସସି/ଏସଟି ଚାଉଳ

୫. ୱେଲଫେୟାର ଚାଉଳ