ବନ୍ଦ କରନ୍ତୁ

କଲେକ୍ଟରେଟ୍

କଲେକ୍ଟରେଟ୍ ଜଗତସିଂହପୁର

ଜିଲ୍ଲା କାର୍ଯ୍ୟଳୟ ରେ ଥିବା ବିଭାଗ ଓ ଉପବିଭାଗ
କ୍ରମିକ ନ॰ ବିଭାଗ ଓ ଉପବିଭାଗ ସ୍ଥାନ/କକ୍ଷ ନ॰
ଅତିରିକ୍ତ ଜିଲ୍ଲାପାଳ ଅଫିସ  ୦୧( ତଳ ମହଲା)
ଉପ ଜିଲ୍ଲାପାଳ ଅଫିସ ୧୫,୧୬ (ତଳ ମହଲା)
୫୨(ପ୍ରଥମ ମହଲା)
ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ଉପବିଭାଗ  ୪୦(ପ୍ରଥମ ମହଲା)
ସାଧାରଣ ବିବିଧ ଉପବିଭାଗ  ୩୮(ପ୍ରଥମ ମହଲା)
ନିର୍ବାଚନ ଉପବିଭାଗ  ୪୭(ପ୍ରଥମ ମହଲା)
ଜରୁରୀ ଉପବିଭାଗ  ପାର୍କିଂ ଅଞ୍ଚଳ
ସଂସ୍ଥା ଉପବିଭାଗ  ୩୯(ପ୍ରଥମ ମହଲା)
ଜିଲ୍ଲା ଉନ୍ନୟନ ଉପବିଭାଗ  ୮୪(ଦିତୀୟ ମହଲା)
ନିଜାରତ ଉପବିଭାଗ  ୫୪(ପ୍ରଥମ ମହଲା)  ୨୯(ତଳ ମହଲା)
୧୦ କାର୍ଯ୍ୟ।ଳୟ ଅଧିକ୍ଷକ  ୬୭(ପ୍ରଥମ ମହଲା)
୧୧ କ୍ଷତିପୂରଣ ଉପବିଭାଗ  ୬୮(ପ୍ରଥମ ମହଲା)
୧୨ ଭୂ ଅଧିଗ୍ରହଣ ବୃହତଶିଳ୍ପପ୍ରକଳ୍ପ/ରେଳ/ସାଧାରଣ ଉପବିଭାଗ  ୩୦(ତଳ ମହଲା)  ୫୩(ପ୍ରଥମ ମହଲା) ୭୯(ଦିତୀୟ ମହଲା)
୧୩ ଜିଲ୍ଲା ଅବକାରୀ ଅଧିକ୍ଷକଙ୍କ କାର୍ଯ୍ୟ।ଳୟ  ୩୧(ତଳ ମହଲା)
୧୪ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ କାର୍ଯ୍ୟ।ଳୟ  ୭୮(ଦିତୀୟ ମହଲା)
୧୫ ଜିଲ୍ଲା ସମାଜ ମଙ୍ଗଳ କାର୍ଯ୍ୟ।ଳୟ  ୨୮,୧୭ (ତଳ ମହଲା)
୧୬ ଜିଲ୍ଲା ସାମାଜିକ ସୁରକ୍ଷା କାର୍ଯ୍ୟ।ଳୟ  ୨୦ (ତଳ ମହଲା)
୧୭ ଜିଲ୍ଲା ଯୋଗାଣ କାର୍ଯ୍ୟ।ଳୟ  ୭୫ (ଦିତୀୟ ମହଲା)
୧୮ ଜିଲ୍ଲା କୋଷାଗାର   (ତଳ ମହଲା)
୧୯ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ  ରେଡକ୍ରସ ଭବନ
୨୦ ଜିଲ୍ଲା ମଙ୍ଗଳ କାର୍ଯ୍ୟ।ଳୟ  ୬୦ (ପ୍ରଥମ ମହଲା)
୨୧ ଜିଲ୍ଲା ସଂସ୍କୃତି କାର୍ଯ୍ୟ।ଳୟ  (ପ୍ରଥମ ମହଲା)
୨୨ ଜିଲ୍ଲା ପଞ୍ଚାଯତ କାର୍ଯ୍ୟ।ଳୟ  ୬୧  (ପ୍ରଥମ ମହଲା)
୨୩ ଜିଲ୍ଲା ସ୍ଵଳ୍ପ ସଞ୍ଚୟ କାର୍ଯ୍ୟ।ଳୟ  ୮୯ (ଦିତୀୟ ମହଲା)
୨୪ ସୂଚନା ଅଧିକାର ଉପବିଭାଗ ୯୦ (ଦିତୀୟ ମହଲା)
୨୫ ଜିଲ୍ଲା  ଅଭିଯୋଗ ଉପବିଭାଗ   ୯୦ (ଦିତୀୟ ମହଲା)
୨୬ ଜିଲ୍ଲା କ୍ରୀଡ଼ା ଅଧିକାରୀଙ୍କ କାର୍ଯ୍ୟ।ଳୟ  ୭୦ (ପ୍ରଥମ ମହଲା)
୨୭ ଜାତୀୟ ସୂଚନା ବିଜ୍ଞାନ କେନ୍ଦ୍ର, ଜଗତସିଂହପୁର ଜିଲ୍ଲା କେନ୍ଦ୍ର  ୮୫ (ଦିତୀୟ ମହଲା)
୨୮ ଜିଲ୍ଲା ଇ-ପ୍ରଶାସନ ସମିତି  ୦୩ (ତଳ ମହଲା)
୨୯ ଜିଲ୍ଲା ଭୂ-ଅଭିଲେଖ  ୦୫ (ତଳ ମହଲା)
୩୦ ଜିଲ୍ଲା ମାନବ ସମ୍ବଳ ପରିଚାଳନା ଉପବିଭାଗ  ୦୩ (ତଳ ମହଲା)
୩୧ ନ.ଆ.ସି  ଭିଡିଓ ସମ୍ବିଲନି କକ୍ଷ  ୦୨(ତଳ ମହଲା)
୩୨ କମନ ସାର୍ଭିସ ସେନ୍ଟର ୭୬ (ଦିତୀୟ ମହଲା)
୩୩ ଓସୱାନ  ୦୪ (ତଳ ମହଲା)
୩୪ ଓସୱାନ ଭିଡିଓ ସମ୍ବିଲନି କକ୍ଷ  (ପ୍ରଥମ ମହଲା)