ବନ୍ଦ କରନ୍ତୁ

ଜିଲ୍ଲା ସମ୍ବନ୍ଧରେ

ପ୍ରାଚୀନ ଐତିହ୍ୟ, ସୁଦୃଢ ପରମ୍ପରା ଓ ମହନୀୟ ସଂସ୍କୃତି ପାଇଁ ଜଗତସିଂହପୁର ଜିଲ୍ଲା ସୁପ୍ରସିଦ୍ଧ। ବହୁ ଯଶ ଓ ଗୌରବର ଗାଥା ବହନ କରୁଥିବା ଜଗତସିଂହପୁର ଜିଲ୍ଲା ରାଜ୍ୟ ସରକାରଙ୍କ ବିଜ୍ଞପ୍ତି ନଂ ୧୪୨୧୮/ ଆର, ତା ୨୭.୦୩.୧୯୯୩ ରିଖ ଓ ଇ.ଓଜି. ନଂ ୪୫୯, ତା, ୦୧.୦୪.୧୯୯୩ ରିଖ ଅନୁଯାୟୀ ୧୯୯୩ ମସିହା ଅପ୍ରେଲ ପହିଲାରେ ଗଠିତ ହୋଇଥିଲା। ନୂଆ ଜିଲ୍ଲାର ମାନ୍ୟତା ପାଇବା ପୂର୍ବରୁ ଜଗତସିଂହପୁର ଅଞ୍ଚଳ କଟକ ଜିଲ୍ଲାର ଅନ୍ତର୍ଭୁକ୍ତ ଥିଲା । ବୃହତ୍ତ କଟକ ଜିଲ୍ଲାରେ ପ୍ରଶାସନିକ ପରିଚାଳନାର ସୁବିଧା ଲାଗି ଏହାକୁ ଚାରି ଭାଗରେ ବିଭକ୍ତ କରାଯାଇଥିଲା । ଫଳସ୍ଵରୂପ ଜଗତସିଂହପୁର ଜିଲ୍ଲା ଜନ୍ମ ହୋଇଥୁଲା। ଜଗତସିଂହପୁର ଜିଲ୍ଲାର ପୂର୍ବରେ ବଙ୍ଗୋପସାଗର, ପଶ୍ଚିମରେ କଟକ ଜିଲ୍ଲା, ଉତ୍ତରରେ କେନ୍ଦ୍ରାପଡା ଜିଲ୍ଲା ଓ ଦକ୍ଷିଣରେ ପୁରୀ ଜିଲ୍ଲା ବିଦ୍ୟମାନ ।

ଅଧିକ ଦେଖନ୍ତୁ

ଏକ ନଜରରେ ଜିଲ୍ଲା

  • କ୍ଷେତ୍ରଫଳ:୧.୭୫୯.୦୦ ବର୍ଗ କି.ମି
  • ଜନସଂଖ୍ୟା: ୧.୧୩୬.୯୭୧
  • ଭାଷା:ଓଡିଆ
  • ରାଜସ୍ଵ ଗ୍ରାମ: ୧୩୨୧
  • ପୁରୁଷ:୫୭୭.୮୬୫
  • ମହିଳା: ୫୫୯.୧୦୬
  • ଅନୁସୂଚିତ ଜାତି:୨୪୮.୧୫୨
  • ଅନୁସୂଚିତ ଉପଜାତି:୭୮୬୨

ନୂଆ କଣ

Collector & DM
ଜିଲ୍ଲାପାଳ ଓ ଜିଲ୍ଲା ମାଜିଷ୍ଟ୍ରେଟ ଶ୍ରୀମତୀ ପାରୁଲ୍ ପଟାୱରୀ , ଭା.ପ୍ର.ସେ.